Odia News Portal

ଝିଅ ସାରାଙ୍କ ଆକଟିଙ୍ଗରେ କରୀନା ଫିଦା

ଫିଲ୍ମ କେଦାରନାଥର ସଫଳତା ପାଇଁ କରୀନା ଦେବେ ସକସେସ୍ ପାର୍ଟି । କରୀନା ପାର୍ଟି ଦବାନେଇ ପ୍ଲାନ କରୁଛନ୍ତି । ପାର୍ଟିରେ ସାରା ଓ ସୈଫଙ୍କ ନିକଟତର ଲୋକ ଓ ଫ୍ରେଣ୍ଡସ୍ ସାମିଲ ହେବେ । ସୈଫ୍ ଓ କରୀନାଙ୍କୁ ଖୁବ ପ୍ରଭାବିତ କରିଛି କେଦାରନାଥରେ ସାରାଙ୍କ ଅଭିନୟ । ଏବେ ସୈଫ୍ ସବୁଠି ନିଜ ଝିଅ…

ବାଜିଲା ମାଟ୍ରିକ ପରୀକ୍ଷା ଘଣ୍ଟି

ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଜାହାନାରା ବେଗମ ଆଜି ଏହି ସୂଚନା ଦେଇଛନ୍ତି । ଫେବୃଆରୀ ୨୨ରେ ଓଡିଆ, ୨୫ରେ ଇଂରାଜୀ, ୨୭ରେ ହିନ୍ଦି, ୨୮ରେ ସଂସ୍କୃତ ଓ…

ରାଜସ୍ଥାନ ପାଇଲା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ବହୁ ପ୍ରତିକ୍ଷୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଧିÂିତ ହେବେ ଅଶୋକ ଗେହେଲଟ । ତାଙ୍କ ସହିତ ସଚିନ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ ୩ଦିନ ଧରି ଚାଲିଥିବା ମାରାଥନ କସରତ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଏହି ନିଷ୍ପତି ଘୋଷଣା…

ସୂର୍ଯ୍ୟଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

ଓଡିଶାରେ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅଭିଯୋଗ କରି ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୁର୍ଣୃୂ ଭ୍ରମାମ୍ôକ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଟୁଇଟ କରି ଶ୍ରୀ…

ଲଘୁଚାପ ବର୍ଷା ସମ୍ଭାବନା

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଯଦିଓ ଲଘୁଚାପ ଚେନ୍ନାଇ ଆଡକୁ ମୁହାଁଇଛି ତଥାପି ଏହାର ପ୍ରଭାବରେ ଅସନ୍ତା ୧୫ ତାରିଖରେ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର, ଜୟପୁର ଓ କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ…

ରାଜଭବନକୁ ଛାଡିଲାନି ପୋଲିସ

ରାଜଭବନ ଅଭିମୁଖେ ଯାଉଥିବା କୃଷକ ରାଲିକୁ ପୋଲିସ ନିକୋପାର୍କ ନିକଟରେ ଅଟକ ରଖିଛି । ଫଳରେ ଏହି ରାଲିରେ ଯାଉଥିବା କୃଷକ ମାନେ ରାଜରାସ୍ତା ଉପରେ ବସିରହିଛନ୍ତି । ଯାହାଫଳରେ ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ଭିତରକୁ ଚଳାଚଳ କରିବା ବନ୍ଦ ହୋଇଯାଇଛି । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାର…

ସୁପ୍ରିମକୋର୍ଟରେ ରାଫେଲ୍ ଡିଲ୍ ପିଟିସନ ଖାରଜ

ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ବିବାଦରେ ସୁପ୍ରିମକକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ରାହୁଲଙ୍କୁ ନିଶାନା କରିଛନ୍ତି । ଏବଂ କହିଛନ୍ତି ଏହି ବିବାଦରେ…

ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୫ ଆହତ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ଏନ୍ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ  ଅଭାବନୀୟ ଘଟଣା ଘଟିଛି। ଖେଳପିଡ଼ଆ ନିର୍ମ‌ାଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶକୁ ନେଇ ପୂର୍ବରୁ ଥିବା ବିବାଦରୁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏପରି କି ପ୍ରତିପକ୍ଷ ସରପଞ୍ଚଙ୍କ ପୁଅ ଓ…

ଦାଦାଙ୍କୁ କୁମ୍ଭୀର ମୁହଁରୁ ବଚାଂଇଥିବାରୁ ପୁରସ୍କାର ପାଇବେ ଶିତୁ ମଲିକ

କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇଥିବାରୁ ଜାତୀୟ ସାହସିକତା ପୁରସ୍କାର ପାଇବେ ରାଜନଗରର ଶିତୁ ମଲିକ କୁମ୍ଭୀର ମୁହଁରୁ ବଂଚାଇଥିବାରୁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗାଁର ଶିତୁ ମଲିକ । ଆସନ୍ତା ଜାନୁଆରୀ ୨୬…

ଟ୍ରେନ ତଳେ ଗଳି ଲାଇନ ପାର ବେଳେ ଚାଲିଲା ରେଳ. ସାଙ୍ଗକୁ ଭିଡି ଆଣିଲେ ୯ବର୍ଷର ଶ୍ରୀମତି ବଦ୍ରା

ତାଳଚେର : ସ୍କୁଲରୁ ଫେରିବା ବେଳେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ। ହେଲେ ହଠାତ୍‌ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା। ଜଣେ ସାଙ୍ଗ ଟ୍ରେନ୍ ଚକ ତଳେ ଧକ୍କା ଖାଇ ଖସି ପଡ଼ିଥିଲେ। ଅନ୍ୟଜଣକ ତୁରନ୍ତ ତାଙ୍କ ହାତ ଧରି ଟାଣି ଆଣିଥିଲେ। ଡାହାଣ…