Odia News Portal

ଆସିବ ମାୟାବତୀଙ୍କ ବାୟୋପିକ୍

ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଛି ବାୟୋପିକ୍। ତେବେ ଆଗକୁ ନିର୍ବାଚନ ଥିବା ବେଳେ ରାଜନୀତିରେ ଯେପରି ତାତି ଦେଖିବାକୁ ମିଳୁଛି ସେପରି…

ବିଜେପିର ନେତା ମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଲାଲଗଡଡରେ ବିଜେଡି ସୁପ୍ରିମୋଙ୍କ କ୍ୟାମ୍ପେନ୍। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। କାଲିମେଳାରେ ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଛନ୍ତି ନବୀନ। କହିଛନ୍ତି, ବନ୍ୟା ଓ ବାତ୍ୟା ବେଳେ କେହି ଆସିଲେ ନାହିଁ। ନିର୍ବାଚନ ବେଳେ…

ବିଜେଡିରେ ତିନି ନେତାଙ୍କୁ ନୂଆ ଦାୟିତ୍ବ

ବିଜୁ ଜନତା ଦଳର ମାନ୍ୟବର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ବିଜୟ ନାୟକ ଓ ଜିତୁ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର…

ଲକ୍ଷ୍ନୌରେ ରୋମାଂଚକର ମୁକାବିଲା : ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତରପ୍ରଦେଶର ଆଉ ଏକ ଆସନରେ ରୋମାଂଚକର ମୁକାବିଲା ହେବାକୁ ଯାଉଛି। ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲଖନଉ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି…

ନବୀନଙ୍କୁ ପ୍ରଶଂସା କଲେ ବିଜେପି ପ୍ରବକ୍ତା ସାଇନା

ମୁମ୍ବାଇ : ମହାରାଷ୍ଟ୍ରର ବିଜେପି ନେତ୍ରୀ ସାଇନା ଏନ ସି  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ମହିଳାଙ୍କୁ ଅଧିକ ଆସନରୁ ଏମାନେ ଛିଡ଼ା କରାଇଥିବାରୁ ସେ ଏହାର ଢେର୍ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସମେତ…

ଦିଲ୍ଲୀ କ୍ୟାପିଟାଲସକୁ ୫ ୱିକେଟରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ : ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ଦିଲ୍ଲୀ କ୍ୟାପିଟାଲସକୁ ୫ ୱିକେଟରେ ପରାସ୍ତ କରିଛି । ହାଇଦ୍ରାବାଦ ଟିମର ଅଧିନାୟକ ଭୁବନେଶ୍ୱର କୁମାର ଟସ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ…

ଆଜି କୋରାପୁଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆଜି କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା ସହ ଜୟପୁରରେ ରୋଡ୍ ସୋ କରିବେ । ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନ…

ନୟାଗଡ଼ ବିଧାନସଭା ପାଇଁ ବିଜେଡିର ଅରୁଣ ସାହୁ ଦାଖଲ କଲେ ନାମାଙ୍କନ ….

ନୟାଗଡ଼  : ବିଜୁ ଜନତା ଦଳର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ ବିଧାନ ସଭା ନିମନ୍ତେ ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି | ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପାର୍ଥି ପତ୍ର ଦାଖଲ ର ଶେଷ ଦିନ ଥିଲ ବେଳେ ଶ୍ରୀ ସାହୁ ବିରାଟ ପଟୁଆରରେ ସମର୍ଥକଙ୍କ ସହିତ ଯାଇ…

ବିଶ୍ବାସଘାତକତା କରିଥିବା ଦଳକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ : ଦିଲ୍ଲୀପ

ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଗତ ଡିସେମ୍ବର ମାସରେ ବିଜେପି ଛାଡିଥିବା ଦିଲ୍ଲୀପ ରାୟ କହିଛନ୍ତି ଯେ ସେ ଏବେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି । କେଉଁ ଦଳକୁ ଯିବେ ତାହା ନିଷ୍ପତ୍ତି କରିପାରୁନାହାନ୍ତି । ତେବେ ବିଜେପି ଆଡକୁ ଇଙ୍ଗିତ କରି କହିଛନ୍ତି…

ପ୍ରାର୍ଥୀ ବଦଳାଇଲା କଂଗ୍ରେସ ଜାଣନ୍ତୁ କେଉଁଠୁ …

କଂଗ୍ରେସର ଛିଣ୍ଡୁନି ପ୍ରାର୍ଥୀ ଅଙ୍କ । ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ ହୋଇଥିବାବେଳେ ଗୋଟିଏ ଲୋକସଭା ଆସନ ସହ ଦୁଇ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କେନ୍ଦୁଝର ଲୋକସଭା ସହ ତେଲକୋଇ ଓ ପାଟଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଦଳ…