Odia News Portal

୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ବାକି ଆଉ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପିପିଲିରୁ ନିର୍ବାଚନ ଲଢିବେ ଅଜିତ ମଙ୍ଗରାଜ। ଖୋର୍ଦ୍ଧା ଆସନରୁ ନିର୍ବାଚନ ଲଢିବେ ସ୍ୱାଗତିକା ପଟ୍ଟନାୟକ। ପୂର୍ବରୁ ପିପିଲିର କଂଗ୍ରେସ ପ୍ରାର୍ଥୀ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ତାଙ୍କ ସ୍ଥାନରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ…

ଆଜି ତୃତୀୟ ପର୍ୟ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷଦିନ

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ ।ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୬ଟି ଲୋକସଭା ୪୨ଟି ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଉଛି । ଗତକାଲି ଲୋକସଭା ଆସନ ପାଇଁ ୧୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ…

ଟ୍ରକ୍‌ ପଛରେ ଧକ୍କା ଦେଲା ସାଇଶଙ୍କର ବସ୍‌, ଜଣେ ମୃତ

ବାଲେଶ୍ୱର: ଗୁରୁବାର ପ୍ରତ୍ୟୁଷରେ ସୋର ଥାନା ଅନ୍ତର୍ଗତ ବାରିକପୁର ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଟ୍ରକ୍‌ ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ରାଇରଙ୍ଗପୁର ନିବାସୀ ୫୦ ବର୍ଷିୟ ମାନୁ ଟୁଡୁ। ସେ…

ଚେନ୍ନାଇ ବିପକ୍ଷରେ ମୁମ୍ବାଇ ୩୭ ରନ୍‌ରେ ବିଜୟୀ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୧୫ତମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ ପ୍ରଥମ ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୭୧ ରନ୍‌ ଟାର୍ଗେଟ ନେଇ ଖେଳିଥିବା ଚେନ୍ନାଇକୁ ମୁମ୍ବାଇ ୩୭ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ନିର୍ଦ୍ଧାରିତ ୨୦…

ଦିନେ ମନ୍ଦିରରେ ଗୀତ ଗାଉଥିବା କୁନି ଝିଅଟି ଏବେ ବଲିଉଡର ଟପ୍ ସିଙ୍ଗର : କିଏ ଆସନ୍ତୁ ଜାଣିବା

ମୁମ୍ବାଇ : ବଲିଉଡକୁ ଅନେକ ଗାୟକ ଏବଂ ଗାୟିକା ଆସିଥାଆନ୍ତି କିନ୍ତୁ ଏପରି ବହୁତ କମ୍ ଗାୟକ/ଗାୟିକା ଅଛନ୍ତି ଯାହାଙ୍କ କଣ୍ଠରେ ବିଭିନ୍ନତା ଓ ଯାଦୁ ଥାଏ। ଏହି କଂଠଶିଳ୍ପୀମାନେ ବିଭିନ୍ନ ପ୍ରକାର ଗୀତ ସୁନ୍ଦର ଓ ଚମତ୍କାର ଭାବେ ଗାଇଥାଆନ୍ତି। ଆଜି ଆମେ ଏପରି ଏକ ଦମଦାର ଗାୟିକା ବିଷୟରେ ଜାଣିବା…

ନିଜ ଶ୍ବଶୁର ଘରେ ଫସିଥିଲେ ବୀରେନ୍ଦ୍ର ସେହଓ୍ବାଗ

ମୁମ୍ବାଇ : ବୀରେନ୍ଦ୍ର ସେହଓ୍ବାଗ ନିଜର ସିଧାସାଧା ସ୍ବଭାବ ପାଇଁ ପରିଚିତ। ତାଙ୍କ ଓ୍ବାନ ଲାଇନର୍ସ ବହୁତ ପସନ୍ଦ କରାଯାଏ। ତାଙ୍କ ମଜାଳିଆ ଟ୍ବିଟ୍ ପାଇଁ ମଧ୍ୟ ସେ ପପୁଲାର । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନଙ୍କ ସଂଖ୍ୟା କମି ଯାଇନାହାନ୍ତି। ସେହଓ୍ବାଗ ଯେଉଁଠିକୁ…

୪ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବିଜେପି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାଲେଶ୍ୱର ଜିଲ୍ଲା ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇ ଦିନ ତଳେ ରଘୁନାଥ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ମୁରଲି ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି ।…

ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ମୋଦି

ଭବାନୀପାଟଣା () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାରେ 5ବର୍ଷ ରହିବା ଭିତରେ କେବେ କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଂଚ ବର୍ଷ ମଧ୍ୟ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି । ଗତକାଲି…

ମୁଖ୍ୟମନ୍ତ୍ରୀଙ୍କ ଗାଡିରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡି (ଏଆଓ ୦୧କେ ୦୦୦୯ ଫର୍ଡ ଏନଡିଗୋର )ରୁ ୧କୋଟି ୮୦ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି ଅରୁଣାଚଳ ପ୍ରଦେଶର ପଶିଘାଟରୁ ମିଳିଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ରାଲି ହୋଇଥିଲା । ଗାଡିଟି ଡେପୁଟି ସେକ୍ରେଟାରି ଙ୍କ ନାମ ରହିଥିବା ବେଳେ…

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ସମ୍ବଲପୁର ଲୋକସଭା ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅଶ୍ବିନୀ ଗୁରୁ ଓ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିବା ନେଇ…