କେନ୍ଦ୍ରର ୧୦ କୋଟି ଚାକିରିର ପ୍ରତିଶୃତି କୁଆଡେ ଗଲା : ନବୀନ
ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ୟ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ନବୀନ ନିଜ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ।
କନିଷିରେ ନିର୍ବାଚନ ସଭାରେ ଯୋଗ…
