ନକଲି ପୋଲିସକୁ ମାଡି ବସିଲା ଅସଲି ପୋଲିସ
ଜୟପୁର: ପୋଲିସ ବେଶ ରେ ଡ଼କାୟତ ଉଦ୍ୟମ କରୁଥିବା ବେଳେ ପୋଲିସ ୮ ଜଣଙ୍କୁ ଗିରଫ କରିଛି l ଅପରାଧୀ ମାନେ ପୋଲିସ ବେଶ ରେ ଡ଼କାୟତି କରୁଥିବା ବେଳେ ପୋଲିସ ଅନ୍ତ ରାଜ୍ୟ ଡ଼କାୟତ ଦୋଳକୁ ଗିରଫ କରିଛି l
ଗିରଫ ଅପରାଧୀ ମାନଙ୍କ ମଧ୍ୟ ରୁ ୪ଜଣ ମଧ୍ୟପ୍ରଦେଶର ହୋଇଥବା ବେଳେ ଜଣେ ବିହାର ଓ ଆଉ ୨ଜଣ…