ଗ୍ରାମବାସୀଙ୍କ ମାଡରେ ୫ବନ କର୍ମଚାରୀ ଆହତ
ନୀଳଗିରି ବନଖଣ୍ଡରେ ଗତ କିଛି ଦିନ ହେବ ୬୦ରୁ ଅଧିକ ହାତୀ ଉତ୍ପାତ ଚଳାଇଛନ୍ତି । ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ବିଫଳ ହେବାରୁ ବନ କର୍ମଚାରୀଙ୍କୁ…