ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ
ବିଧାୟକ ମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଏବଂ ଓଡିଶା କଳା ସଂସ୍କୃତିକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଜିତ ଆୟାର ଆଜି ତୃତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି । ଗୃହ କମିଟି ନିର୍ଦ୍ଦେଶ ଅନୁଯାଇ ଶ୍ରୀ ଆୟାର ତାଙ୍କର ସତ୍ୟପାଠ ଗୃହ…