ମୋ ବସ୍ରେ ଛତିଶଗଡ଼ି ମହିଳା ଲୁଟେରା: ଯାତ୍ରୀ ଅବହେଳା ହେଲେ ନେଇଯିବେ ମୂଲ୍ୟବାନ ସାମଗ୍ରୀ
ମୋ ବସ୍ରେ ଯାଉଥିଲେ ଯାତ୍ରୀମାନେ ସତର୍କ ରୁହନ୍ତୁ। ଯାତ୍ରୀଙ୍କ ଭିତରେ ଛକିଛନ୍ତି ଛତିଶଗଡ଼ର ଲୁଟେରା, ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍। ଟିକିଏ ଅସାବଧାନ ହେଲେ କିମ୍ବା ନଜର ହଟିଲେ ଗାଏବ ହୋଇଯାଉଛି ଟଙ୍କା, ସୁନାଗହଣା। ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର!-->…
