Odia News Portal

ବାଘ ଶିକାର ଘଟଣାରେ ୨ ବନ କର୍ମଚାରୀ ନିଲମ୍ୱିତ

ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର‌୍ୟ୍ୟନୁଷ୍ଠାନ ହୋଇଛି। ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଡିଏଫ୍ଓ। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି। ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ…

ଡ୍ରେସିଂ ରୁମରେ କଦଳୀ

୨୦୧୯ ବିଶ୍ଵ କପ ପାଇଁ ସମସ୍ତ ଟିମ୍ ନିଜର ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି। ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵ କପ ପାଇଁ ଆଇସିସି ଓ ଇଂଲଣ୍ଡ ପ୍ରସ୍ତୁତିରେ ଜୁଟିଯାଇଛି। ଏହି ବିଶ୍ଵ କପ ପାଇଁ ଭାରତୀୟ ଦଳ ନିକଟରେ ହାଇଦ୍ରାବାଦରେ ହୋଇଥିବା ସମୀକ୍ଷା ବୈଠକ ସମୟରେ ସିଓଏ ପାଖରେ କିଛି ଦାବି…

ନବୀନଙ୍କ ଉଦବେଗକୁ ଗୁରୁତ୍ବ ଦେଲେନି, ଏବେ ଏହି ରିପୋର୍ଟ ଦେଖ

ଓଡିଶା ପ୍ରଦୂଷଣର ହଟସ୍ପଟ ତାଲିକାରେ ଭୁବନେଶ୍ବର () ବ୍ୟାପକ ଖଣି ଉତ୍ତୋଳନ ଓ କୋଇଲା ଇନ୍ଧନ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଓଡିଶା ସେ ମଧ୍ୟରୁ ଅନ୍ୟତମ । ଏହିଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଖଣି ଉତ୍ତୋଳନକାରୀ ରାଜ୍ୟମାନଙ୍କୁ ସବୁଜ ଟିକସ ପ୍ରଦାନ କରିବାକୁ ଦାବି…

ସଜନା ଛୁଇଁର ଅନେକ ଉପକାରିତା

ଏହି ପରିବା ବିଷୟରେ ଖୁବ କମ୍ ଲୋକ ଜାଣିଥାନ୍ତି । ଏହା ଖାଇବା ଦ୍ୱାରା ଆପଣଙ୍କ ସ୍ୱସ୍ଥ୍ୟ ଉତମ ରହିବା ସହିତ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ । ଏହା କ୍ଷୀର ଠାରୁ ମଧ୍ୟ ଅଧିକ ଉପକାରୀ । ସଜନା ଛୁଇଁରେ ଭିଟାମିନ, କ୍ୟାଲସିୟମ, ଆଇରନ, ପୋଟାସିଅମ, ଡାଇଟର ଫାଇବର, ପ୍ରୋଟିନ, ସୋଡିଅମ ଆଦି…

ପ୍ରତିବନ୍ଧକ ନୁହେଁ ବିବାହ

ଆଜିକାଲି ସାମାନ୍ୟ ପ୍ରେମ ସମ୍ବନ୍ଧ ରେ ବି ଶାରୀରିକ ସମ୍ବନ୍ଧ ଏକ ସାଧାରଣ କଥା । ହେଲେ ଅବିବାହିତ ଲୋକମାନେ ଏ ସମ୍ବନ୍ଧରେ କିଛି ନଜାଣି ପଡିଥାନ୍ତି ଅସୁବିଧାରେ । ଅନେକ କ୍ଷେତ୍ରରେ ପୋଲିସ କର୍ମୀଙ୍କ ଦ୍ୱାରା ହଇରାଣ ମଧ୍ୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସମ୍ବିଧାନର କିଛି ନିୟମ – ଯଦି…

ଛାତ୍ରୀନିବାସ ଉପରେ କଡା ନଜର ରଖିବେ ସରକାର

ଭୁବନେଶ୍ୱର--ରାଜ୍ୟର ସମସ୍ତ ଆଦିବାସୀ ହରିଜନ ଛାତ୍ରୀ ନିବାସରେ ସିସି କ୍ୟାମେରା ଲାଗିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ କହିଛନ୍ତି । ଆଜି ଏଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏଥପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ରାଜ୍ୟର ପ୍ରାୟ ୧ହଜାର ଛାତ୍ରୀ…

ଆମିକସକ୍ୟୁରୀଙ୍କ ଶୁଣାଣୀ ଘୁଂଚିଲା

ପୁରୀ--ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ହୋଇଥିବା ଗଣ୍ଡଗୋଳରେ ପୁଲିସ୍ ବନ୍ଧୁକ ଧରି ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାର ଶୁଣାଣି ଘୁଞ୍ଚିଲା। ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର‌୍ୟ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଆମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଅସୁସ୍ଥ…

ବିରୋଧୀଙ୍କୁ ନବୀନଙ୍କ ଜବାବ

ସବୁ ପ୍ରତିଶୃତି ପାଳିବାରେ ସକ୍ଷମ ହୋଇଛୁ ଭୁବନେଶ୍ବର (): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି କେସରେ ହିତାଧିକାରୀ ଉପକୃତ ହୋଇଥିବା ରାଜ୍ୟ ସରକାରଙ୍କ ଦାବିକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଜାବବ ଦେଇଛନ୍ତି ।…

୫ରୁ ରାଜ୍ୟରେ ଧାନ ସଂଗ୍ରହ

ଆସନ୍ତା ୫ ତାରିଖରୁ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଚଳିତ ବର୍ଷ ୫୫ଲକ୍ଷ ଟନ ଧାନ ସଂଗ୍ରହ କରାଯିବାକୁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଏହି ଧାନ ସଂଗ୍ରହ କାର୍ଯ୍ୟ…

ମଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ପୋଡିକୁ ଆଇନଜୀବିଙ୍କ ବିରୋଧ

କଟକ-- ରାଜ୍ୟରେ ଚାଲିଥିବା ଆଇନଜୀବି ଆନ୍ଦୋଳନ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ପ୍ରଥମେ ଏହି ଆନ୍ଦୋଳନକୁ କିଛି ହାଇକୋର୍ଟ ଓକିଲ ବିରୋଧ କରିବା ପରେ ଏବେ ଭୁବନେଶ୍ୱର ବାର ଆସୋସିଏସନ ଆଉ ଏକ ନୂଆ ଢଙ୍ଗରେ ଆନ୍ଦୋଳନକୁ ବିରୋଧ କରିଛି । ହାଇକୋର୍ଟ ବାର ଆସୋସିଏସନ ଆଜି ମୁଖ୍ୟମନ୍ତ୍ରୀଙ୍କ…