Odia News Portal

ଓକିଲ ପୋଲିସ ବିବାଦ ତଦନ୍ତ ୯ ତାରିଖ ସୁଦ୍ଧା ସରିବ 

କଟକ--ଓକିଲ ପୋଲିସ ବିବାଦ ସମ୍ପର୍କରେ ଆସନ୍ତା ୯ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ଓଡିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୁର୍ଣୃୂ ରାୟ ଶୁଣାଇଛନ୍ତି । ଆସନ୍ତା ୫ତାରିଖରୁ ତଦନ୍ତ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ ବୋଲି ହାଇକୋର୍ଟ କହିଛନ୍ତି ।  ଜଷ୍ଟିସ ଚିତରଂଜନ ଦାସଙ୍କ ଦ୍ୱାରା ଏହି ତଦନ୍ତ…

ପ୍ରଦୁଷଣରେ ବେହାଲ ଦିଲ୍ଲୀ

ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଗାକୁ ଦୀପାବଳୀ ଆସୁଛି । ତେଣୁ ବାୟୁମଣ୍ଡଳ ଅଧିକ ଦୂଷିତ ହେବା ନେଇ ଆଶଙ୍କା ଦେଖାଯାଇଛି । ମିଳିଥିବା ସୂଚନା…

ସ୍ତ୍ରୀ ଶରୀରର ପବିତ୍ର ଅଙ୍ଗ ଜାଣନ୍ତି କି?

ଗୋଟିଏ ନାରୀର ଶକ୍ତି ବା ଭାବନାକୁ ବୁଝିବା ବହୁ କଷ୍ଟକର କଥା । ରୁଷିମୁନୀଙ୍କ କହିବାନୁସାରେ ଜଣେ ବ୍ରାହ୍ମଣ ଙ୍କ ଗୋଡ ପବିତ୍ର ହୋଇଥାଏ ଓ ଘୋଡାର ମୁହଁ ପବିତ୍ର ହୋଇଥାଏ ସେହିପରି ଜଣେ ମହିଳାଙ୍କ ସମସ୍ତ ଅଙ୍ଗ ପବିତ୍ର ହୋଇଥାଏ । ଗୋଟିଏ ନାରୀର କୌଣସିବି ଅଙ୍ଗ ଅପବିତ୍ର ହୋଇନଥାଏ । ନାରୀର…

ମା’ ହେଲେ ସାନିଆ

ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟ ତାରକା ସୋଏବ୍ ମଲିକ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ଦୁହେଁ ନିଜ ନିଜର କ୍ୟାରିଅରକୁ ନେଇ ଖୁବ୍ ବ୍ୟସ୍ତ ଥିଲେ। ତାଙ୍କର ଫ୍ୟାନମାନେ ଅପେକ୍ଷାରେ ଥିଲେ ଯେ କେବେ ସାନିଆ ଓ ସୋଏବ୍ ମାଆ,ବାପା ହେବେ। ଏବେ ସେହି ଶୁଭ ସମୟଟି…

ସୌର ଜଳନିଧି ଯୋଜନା ଲୋକାର୍ପିତ

ସୌର ପମ୍ପରେ ଚାଷୀଙ୍କୁ 90% ରିହାତି ଭୁବନେଶ୍ବର () ଆପଣଙ୍କ ଚାଷଜମିକୁ ବିଜୁଳି ସଂଯୋଗ ନାହିଁ କି? ଯଦି ବିଦ୍ୟୁତ ସଂଯୋଗ ନାହିଁ ତେବେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନାର ସୁବିଧା ନିଅନ୍ତୁ । ବିଜୁଳି ସଂଯୋଗ ନଥିବାରୁ ଚାଷ ଜମି ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ…

୪ ଚୋରା ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର—କମିଶନରେଟ ପୋଲିସ ଆଜି ୪ଜଣ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ୫ଟି ବନ୍ଧୁକ ୧୫ଟି ଅଫୁଟା ଗୁଳି ଜବତ କରିଛି । ଏହି ଚୋରା ବନ୍ଧୁକ ବ୍ୟବସାୟୀମାନେ ବନ୍ଧୁକ ବିକ୍ରି ପାଇଁ ଖଣ୍ଡଗିରି ଅଂଚଳରେ ଡିଲ୍ କରୁଥିବା ବେଳେ କମିଶନରେଟ ପୋଲିସ…

ସେସୁକୁ ୧କୋଟି ଜରିମାନା

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ଏନଜିଟି ସେସୁ ଉପରେ ଏକ କୋଟି ଟଙ୍କା ଜରିମାନା କରିଛନ୍ତି । ସେସୁର ଅବହେଳା ଓ ଖାମ୍ଖିଆଲ ମନଭାବ ଯୋଗୁଁ ୭ଟି ହାତୀଙ୍କ ଜୀବନ ଚାଲିଯିବା ପରେ ରାଜ୍ୟ ତଥା ସମଗ୍ର ଦେଶରେ ଏହା ଉଦ୍ବେଗର କାରଣ ହୋଇଥିଲା । ଏହା ଉପରେ ଗଣମାଧ୍ୟମ ଗୁଡିକରେ ପ୍ରସାରିତ ତଥ୍ୟକୁ ନେଇ…

ନକ୍ସଲ ହମ୍ଲାରେ ଓଡିଆ କ୍ୟାମେରାମ୍ୟାନ ମୃତ

ଛତିଶଗଡକୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନକ୍ସଲମାନଙ୍କ ଆକ୍ରମଣରେ ଦନ୍ତେୱାଡା ଦୁରଦର୍ଶନ କେନ୍ଦ୍ରର କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ଘଟିଛି ତାଙ୍କ ସହିତ ୨ଜଣ ପୋଲିସ ମଧ୍ୟ ଏହି ଆକ୍ରମଣରେ ସହିଦ ହୋଇଛନ୍ତି । ମୃତ କ୍ୟାମେରାମ୍ୟାନ ଓଡିଶାର ବୋଲି ଜଣାପଡିଛି ।…

ଆଇନଜୀବୀଙ୍କୁ ଆଇନମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର (): ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଆଜି ଆଇନଜୀବୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କରିଛନ୍ତି । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର…

ସୁନ୍ଦରୀ କରୁଛି କଲବଲ

ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ମଧ୍ୟପ୍ରଦେଶ ପେଂଚ ଓ କାହ୍ନା ଅଭାୟାରଣ୍ୟରୁ ୨ ଜଣିଆ ଟିମ ଅନୁଗୁଳରେ ପହଚିଂଛନ୍ତି । ସୁନ୍ଦରୀକୁ ଧରିବା ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ…