Odia News Portal

ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି: ହାଇକୋର୍ଟଙ୍କ ରହିତାଦେଶ

ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଗତ ଫେବ୍ରୁଆରି ପହିଲାରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି…

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: କେହି ପଡ଼ିବେନି ବାଦ୍‌, ଏମାନେ ହେବେ ସୁଭଦ୍ରା ଭାଗ୍ୟବତୀ, ମିଳିବ

ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼…

ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ମାସିକ ୫ହଜାର ଦରମା ବୃଦ୍ଧି କଲେ ସରକାର। ଏଣିକି ୧୧ ହଜାରରୁ ବଢ଼ି ୧୬ ହଜାର ହେଲା ଶିକ୍ଷକଙ୍କ ଦରମା। ପ୍ରାଥମିକ ଓ…

କାଲିଠୁ ବିଧାନସଭା ଅଧିବେସନ । ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବୈଠକ ବସିବ। ଗୃହକୁ ସୁପରିଚାଳନା ନେଇ ଆଲୋଚନା କରିବେ ବାଚସ୍ପତି। ଏଥର ଦୁଇଟି ପର୍ୟ୍ୟାୟରେ ହେବ ବଜେଟ୍ ଅଧିବେଶନ।    

୧୦ ଦିନରେ ରିପୋର୍ଟ ଦେବ ଓସିଏ: ଉପମୁଖ୍ୟମନ୍ତ୍ରୀ

ବିରୋଧୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଜବାବ । ବାରବାଟୀ ଲାଇଟ ବନ୍ଦ ହେବାରେ ଟାଟା ପାୱାରର କିଛି ଭୂମିକା ନାହିଁ । ଗୋଟେ ଟାୱାର ପାୱାର ଚାଲିଗଲା । ସେଇଟା ଷ୍ଟାଡିୟମ ଜେନେରେଟରରୁ ପରିଚାଳିତ ହୁଏ, ମେସିନ ଫେଲ କଲା । ଓସିଏ ତଦନ୍ତ କରିବାକୁ କହିଛି, ୧୦ଦିନ ଭିତରେ ରିପୋର୍ଟ ଦେବେ…

୯୮ ଲକ୍ଷ ପାଇଲେଣି ସୁଭଦ୍ରା: ପ୍ରଭାତୀ

୯୮ ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ପାଇଛନ୍ତି । ଭାଗ୍ୟବାନ ୨ଲକ୍ଷ ମହିଳା ଶେଷବେଳର ହିତାଧିକାରୀ ହେବେ । ନିଜ ଆକାଉଣ୍ଟ ଡିବିଟି ଏନେବୁଲ କରିଦିଅନ୍ତୁ । ବ୍ୟାଙ୍କ ବୁଲିଆସନ୍ତୁ, ସୁଭଦ୍ରା ଟଙ୍କା ଆପଣଙ୍କ ପାଖେ ପହଞ୍ଚିଯିବ । ବ୍ଲକସ୍ତରରେ ରିଜେକ୍ଟ ଲିଷ୍ଟ ଅଛି, ଚେକ କରିଦିଅନ୍ତୁ…

ରାଜଧାନୀରେ ଦୁଇଟି ଦୁର୍ଘଟଣା: ୩ଜଣଙ୍କ ପ୍ରାଣହାନି

 ବିଳମ୍ବିତ ରାତିରେ ରାଜଧାନୀରେ ଦୁଇଟି ଦୁର୍ଘଟଣା ଖଟିଛି। ରାଜଧାନର ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଙ୍ଗ ରୁଟରେ ଆସୁଥିବା ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣ ବାଇକ୍ ଆରୋହୀଙ୍କର ପ୍ରାଣହାନି…

ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍‌

ନବୀନ ଦେଖାଇଥିଲେ ନାଲି ଆଖି । ମୋହନ ଦେବ କି ଗୁରୁଙ୍କୁ ସମ୍ମାନ ? ରାଜରାସ୍ତାକୁ ଓହ୍ଲାଇବେ ଗୁରୁ । ଭୁବନେଶ୍ବରରେ ଶୁଭିବ ପୁଣି ଶିକ୍ଷକଙ୍କ ଗର୍ଜିନ । ପୂର୍ବ ସରକାର କରିଥିବା ପ୍ରତାରଣାକୁ ଶିକ୍ଷକମାନେ ନୂଆ ସରକାରଙ୍କୁ ଗୋଟି ଗୋଟି କହିବେ । ବିଜେଡି ସରକାର ବେଳେ ଦୀର୍ଘ ବର୍ଷର ଟାଳଟୁଳ…

ନିର୍ମାଣ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ  

ଓଡିଶାରେ ନିର୍ମାଣ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ ।  ୩୧୪ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ଖର୍ଚ୍ଚ ହେବ ୪ ହଜାର ୧୨୪ କୋଟି ଟଙ୍କା ।  ଏନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି କହିଲେ କ୍ରୀଡାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ।  ଓଡିଶାରେ ପ୍ରତିଭା ଓ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ…

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତ କରିଛନ୍ତି । କୁମ୍ଭମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ସେ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା…