ପ୍ରଥମ ମହିଳା ଭାବେ ୧୮ଶହ ୬୮ ମିଟର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଚଢିବାରେ ଅର୍ଜିଲେ ସଫଳତା
କେରଳ: ଇତିହାସ ରଚିଲେ କେ. ଧାନ୍ୟା ସାନାଲ । କେରଳର ଅଗସ୍ତ୍ୟରକୁଡମ ଗିରିଶୃଙ୍ଗ ଅତିକ୍ରମ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କେ. ଧାନ୍ୟା ସାନାଲ । ସେ ନେୟାର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଅବସ୍ଥିତ ୧୮ ଶହ ୬୮ ମିଟର ଗିରିଶୃଙ୍ଗ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । କେରଳର ଏହି…
