Odia News Portal

ସମିଲିଙ୍ଗୀ ବିବାହ ପ୍ରସଙ୍ଗ : ୧୫ ଦିନ ପାଇଁ ସ୍ୱାଧର ଗୃହରେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସ୍ୱାଧର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ…

ବିଜେପିର ରଥଯାତ୍ରାକୁ ଅନୁମତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ରଥଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ମନାକରିଦେଇଛନ୍ତି । ରଥଯାତ୍ରାବେଳେ ହିଂସା ହେବ ବୋଲି ରାଜ୍ୟ ସରକାର କରୁଥିବା ଆଶଙ୍କା ଅମୂଳକ ନୁହେଁ ବୋଲି ପ୍ରଧାନବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ…

ସାତକୋଶିଆ ଅଭୟାରଣ୍ୟରେ ପୁଣି ବୁଲିବ ‘ସୁନ୍ଦରୀ’

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ ପୁଣି ଥରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ ଠାରୁ ଆସିଥିବା ସୁନ୍ଦରୀ ବିଗତ ଦିନରେ ସାତକୋଶିଆରେ ଅସ୍ଥିର ରହିବା, ମଣିଷ ମାରିବା, ଗାଈ ଓ କୁକୁରକୁ ମାରିଥିଲା। ଏନ୍‌କ୍ଲେ୍‌ାଜରରେ ଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କନ୍ୟାଙ୍କୁ ଅପହରଣର ଧମକପୂର୍ଣ୍ଣ ଇମେଲ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କାର୍ଯ୍ୟାଳକୁ ଗତ ଜାନୁଆରି ୯ ତାରିଖ ଦିନ ଏକ ଇମେଲ୍‌ ଆସିଥିଲା। ଏହି ମେଲଟି କେଜ୍ରିଓ୍ଵାଲଙ୍କ ଝିଅକୁ ଅପହରଣ କରିବାରର ଧମକ ଥିଲା। ଦିଲ୍ଲୀ ପୁଲିସ ମଙ୍ଗଳବାର ଏହି ଅପହରଣ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି। ପୁଲିସ…

ଆଜି ସରିବ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ବୁଧବାର ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ। ୨୦୧୪ରେ ଲଗାତର ଦ୍ବିତୀୟ ଥର ପାଇଁ ବିଜେଡି ମୋଟ୍‌ ୬୭ଟି ଆସନରୁ ୪୯ଟି ଜିତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ମେୟର ଭାବେ ମଧ୍ୟ ଲଗାତର ଦ୍ବିତୀୟ ଥର ପାଇଁ ଅନନ୍ତ…

୪୦ତମ ମନନ ନାଟ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ୪୦ତମ ମନନ ନାଟ୍ୟ ମହୋତ୍ସବ। ୨୨ ଜଣ କଳାକାରଙ୍କୁ ନେଇ ୪ଟି ନାଟକ ପ୍ରସ୍ତୁତ କରାଯାଇଛି। ଏନେଇ ମନନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନନର…

ନିରଞ୍ଜନଙ୍କ କଳା ହରଣ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ସମେତ କଂଗ୍ରେସର ଆଉ ଦୁଇ ତିନି ବିଧାୟକ ବିଜେଡି ମୁହାଁ ହୋଇଥିବାବେଳେ ସେମାନଙ୍କୁ ରୋକିପାରୁ ନାହାନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ବିଧାୟକମାନେ ନିରଞ୍ଜନଙ୍କ କାର୍ଯ୍ୟଦକ୍ଷତା…

କୋହଲିଙ୍କ ଶତକ ନମ୍ବର ୩୯ : ଦ୍ୱିତୀୟ ଦିନିକିଆରେ ୬ ଓ୍ଵକେଟ୍‌ରେ ଜିତିଲା ଭାରତ

ଆଡିଲେଡ୍‌ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ନମ୍ବର ୩୯ । ଆଉ ଦ୍ୱିତୀୟ ଦିନିକିଆକୁ ଜିତିଗଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୧ ସ୍ଥିତିକୁ ଆସିଛି ଭାରତୀୟ ଦଳ । ୨୯୯ ରନ୍‌ର ପିଛା କରିଥିବା ଭାରତ ପ୍ରଥମେ ଦୁଇ ଓପ୍ନରଙ୍କ…

ମାସିକିଆ ‘ମୋହରେ’ ହିମାଂଶୁ !

ଖଣ୍ଡଗିରି ଥାନା ପାଲଟିଛି ଅଘୋଷିତ ବଟି ଆଦାୟ କେନ୍ଦ୍ର ଭୁବନେଶ୍ୱର (): ଖଣ୍ଡଗିରି ଥାନାରେ ଚାଲିଛି ମାଫିଆରାଜ । ଦିନ ଦ୍ୱିପହରରେ ଖୁଲମ୍ଖୁଲା ଚାଲିଛି ସେଟ୍ଲମେଣ୍ଟ । ଚାନ୍ଦା ଦିଅ, ମାମଲା ରଫାଦଫା କର । ନ ହେଲେ ହାଜତ ଭିତରକୁ ଠୁଙ୍କି ଦେବାକୁ ହିମାଂଶୁ ଦେଖାଉଛନ୍ତି ନାଲିଆଖି । ଖଣ୍ଡଗିରି…

ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର…