Odia News Portal

ପୋଲ ତଳେ ପୁଳା ପୁଳା ମେଡିସିନ୍‌

ନୟାଗଡ଼ : ପୋଲ ତଳେ ପୁଳା ପୁଳା ମେଡିସିନ୍‌ । ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳୁ ମେଡିସିନ୍‌ ମିଳିଛି । ବିପୁଳ ପରିମାଣର ମେଡିସିନ୍‌ ପୋଲ ତଳେ ଖତ ଖାଉଛି । ତେବେ କିଏ ଓ କାହିଁକି ଏତେ ମେଡସିନ୍‌ ପକାଇଛି, ତାହା ଜଣାପଡ଼ିନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ।…

ପୁରୀରେ ସାମ୍ୱାଦିକଙ୍କୁ ଆକ୍ରମଣ

ପୁରୀ: ପୁଣି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏଥର ପୁରୀରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ୱାଦିକ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଚାରିଜଣ ଦୁର୍ବୁତ୍ତ କାଠଫାଳିଆରେ ସାମ୍ୱାଦିକଙ୍କୁ…

ପୁଣି ମାତିଲେ ମାଓବାଦୀ : କ୍ୟାମ୍ପ୍‌ରେ ଗାଡି ପୋଡି, ଗୁଳିମାଡରେ ଜଣେ ଶ୍ରମିକ ମୃତ, ୨ ଗୁରୁତର

ରାଉରକେଲା: ପୁଣି ଥରେ ମାଓବାଦୀଙ୍କ ବର୍ବର କାଣ୍ଡ । ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ସୋମରା ଗାଁରେ  ଏକ ଠିକା ସଂସ୍ଥାର କ୍ୟାମ୍ପ ଉପରେ ଆକ୍ରମଣ  କରି ମାଓବାଦୀମାନେ ପୋଡ଼ାଜଳା ଓ ଗୁଳିମାଡ଼ କରିଛନ୍ତି । ମାଓବାଦୀଙ୍କ ଆକ୍ରମଣରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ରୁ ଅଧିକ ଗାଡ଼ି…

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ମାତ୍ର ୩ ଦିନ ପରେ  ଆଜି ପୁଣି ଥରେ କ୍ୟାବିନେଟ୍ ବୈଠକ ଡକାଯାଇଛି । ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ପ୍ରସ୍ତାବ କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି  କ୍ୟାବିନେଟରେ ବଡ଼ ଘୋଷଣା ହେବାର…

ଓଡିଶାରେ କଂଗ୍ରେସ ପାଇଁ ଛତିଶଗଡ, ରାଜସ୍ଥାନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ !

ଭୁବନେଶ୍ବର:  କଂଗ୍ରେସ ପ୍ରଚାର ମଇଦାନ କୁ ଓହ୍ଲାଇବେ ଷ୍ଟାର ପ୍ରଚାରକ।  ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର କରିବା ସହିତ ଛତିଶଗଡ, ରାଜସ୍ଥାନ, ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡିଶାରେ ପ୍ରଚାର କରିବେ। ଏନେଇ ପଞ୍ଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆ…

ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ

ଢେଙ୍କାନାଳ : ସଙ୍କଟରେ ଗଜରାଜ । ଟ୍ରେନ ଧକ୍କାରେ ଗଲା ମାଇ ହାତୀର ଜୀବନ । ଘଟଣା ଘଟିଛି ଢେଙ୍କାନାଳ ସଦର ରେଞ୍ଜ ଦାଣ୍ଡିମାଳ ଷ୍ଟେସନ ନିକଟ ବାରଦା ଗାଁ ରେଲୱେ ଲାଇନରେ । ଗତକାଲି ତାଳଚେର ଯାଉଥିବା ମାଲବାହୀ ଟ୍ରେନ ହାତୀକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା ।…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ଗଣମାଧ୍ୟମ ସମ୍ମୁଖରେ ଯେଉଁ ମତ ରଖିଛନ୍ତି, ତାହା ତାଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି ବୋଲି ବିଜେଡିର ବରିଷ୍ଠ ନେତା ତଥା ସୂଚନା ଓ ଲୋକ ସଂପର୍କ ଏବଂ…

ଶେଷ ଦିନିକିଆରେ ପରାଜୟ ସତ୍ୱେ ସିରିଜ ଜିତିଲା ମହିଳା ଦଳ

ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍ ହ୍ୟାମିଲଟନ୍ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍ରେ ପରାସ୍ତ କରିଥିଲା। ଆଜି ସେଇ ହ୍ୟାମିଲଟନ୍ରେ ଭାରତୀୟ…

ସମ୍ବଲପୁର ବିକାଶ,ନବୀନଙ୍କ ସଙ୍କଳ୍ପ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ବିଜୁ ଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ 88 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ 20 କୋଟି ଟଙ୍କା ବିନିଯୋଗରେ ମାଳତୀଜୋର ସେତୁ ଓ…

ବଜେଟ ନୁହେଁ ଏହା ନିର୍ବାଚନ ପ୍ରଚାରର ଏକ ଭାଷଣ ଥିଲା: ପି ଚିଦାମ୍ବରମ

ଆଜି ସଂସଦରେ କାମଚଳା ବଜେଟର ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ…