Odia News Portal

ଶୁଭାରମ୍ଭ ହେଲା : ”ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ

ବ୍ରହ୍ମପୁର : ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ଠାରୁ ଆରମ୍ଭ କରି ସମାଜ ପର‌୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଏବେ ଝିଅଙ୍କୁ ମଧ୍ୟ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି । ତେବେ ଏହି ଝିଅ ମାନଙ୍କର ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଅଲଗା କଲେ ଆତ୍ମହତ୍ୟା କରିବୁ ! ନିଜ ଇଚ୍ଛାରେ ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛୁ

କେନ୍ଦ୍ରାପଡ଼ା : ନିଜ ଇଚ୍ଛାରେ ସାରା ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛୁ । ଅଲଗା କରିବାକୁ ଉଦ୍ୟମ କଲେ ଆତ୍ମହତ୍ୟା କରିବୁ । କେନ୍ଦ୍ରାପଡ଼ାର ଯୁବତୀ-ଯୁବତୀ ଜୀବନସାଥୀ ଘଟଣାରେ ପଟ୍ଟାମୁଣ୍ଡାଇ ଥାନାରେ ଧାରା ୧୬୧ରେ ବୟାନ ରେକର୍ଡ କରିଛି ପୋଲିସ । ମାମଲା ରୁଜୁ କରିବା ସହ ଉଭୟଙ୍କୁ…

ଭୁବନେଶ୍ୱରୀ ମୁକୁଟ ପିନ୍ଧିଲେ ମୁନ୍‌ମୁନ୍‌ ସିଂହ

ଭୁବନେଶ୍ୱର: ମଞ୍ଚ ଉପରେ ଚିକ୍‌ମିକ୍‌ ରଙ୍ଗୀନ ଆଲୋକ, ଶାସ୍ତ୍ରୀୟ ସୁମଧୁର ସଙ୍ଗୀତର ଧୂନ୍‌ ଆଉ ଧୂଆଁଳିଆ ପରିବେଶ ଭିତରେ ଜଣକ ପରେ ଜଣେ ସୁନ୍ଦରୀମାନେ ଆବିର୍ଭାବ ହେଉଥିଲେ। ପ୍ରତ୍ୟେକଙ୍କ ଚେହେରାରେ ଚମକ୍‌ ଆଉ ଆଖିରେ ଥିଲା ଅଗଲ ଚଗଲ ଇସାରା। କିଏ ଗଜଗମନୀ ତ ଆଉ କିଏ ସୁନାହରିଣୀ ପରି ଢଳି ଢଳି…

ରେ ହିମାଂଶୁ ତତେ ଧର୍ମ ବୁଝୁ

ଥାନା ସମ୍ନାରେ ମହିଳାଙ୍କ କୋହଭରା ସ୍ବର ଭୁବନେଶ୍ବର (): କମିଶନରେଟ୍ ପୁଲିସ । ରାଜ୍ୟର ଶ୍ରେଷ୍ଠ ଓ ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ୨୦୦୮ ମସିହାରେ ଗଠିତ ହୋଇଥିଲା । ଲୋକଙ୍କ ଦୁଃଖ ଯେପରି ତୁରନ୍ତ ସମାଧାନ ହୋଇପାରିବ ସେ ଦିଗରେ ଥାନାସ୍ତରର ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ…

ଲିଖିତ ଭାବେ ନିଃସର୍ତ୍ତ କ୍ଷମା ମାଗିଲେ ପାଣ୍ଡ୍ୟା ଓ ରାହୁଲ, ଏବେ ତଦନ୍ତ ହେବ

ମୁମ୍ବାଇ : ନିଃସର୍ତ୍ତ କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ । ଟିଭି ଚାଟ୍‌ ସୋ’ରେ ଅଶାଳୀନ କଥା କହିଥିବା ଦୁଇ କ୍ରିକେଟ୍‌ ଖେଳାଳି ଲିଖିତ ଭାବେ ବିସିସିଆଇକୁ ନିଜ କର୍ମ ପାଇଁ କ୍ଷମା ମାଗିଥିବା ସମ୍ପର୍କରେ ସିଓଏ ମୁଖ୍ୟ ବିନୋଦ ରାୟ ସୂଚନା ଦେଇଛନ୍ତି । ତେବେ ଭୁଲ ପାଇଁ…

ଲୋଡା ନାହିଁ ଟିକେଟ୍‌ କି ପରିଚୟ ପତ୍ର ! ଆପଣଙ୍କ ମୁହଁ ଦେଖିଲେ ଆପେ ଆପେ ଖୋଲିଯିବ ବିମାନ ବନ୍ଦରର ପ୍ରବେଶ ଦ୍ୱାର

ନୂଆଦିଲ୍ଲୀ: ଆପଣ ନିୟମିତ ବିମାନରେ ଯାତ୍ରା କରୁଛନ୍ତି କି ?ନିୟମିତ ନ ହେଲେ ବି ମଝିରେ ମଝିରେ ବିମାନରେ ଯା ଆସ କରୁଛନ୍ତି ?ତେବେ ଆପଣଙ୍କୁ ଆଉ ବିମାନ ବନ୍ଦରରେ ପ୍ରବେଶ ଲାଗି ଟିକେଟ୍‌ କିମ୍ବା ଆଇଡି ପ୍ରୁଫ୍‌(ପରିଚୟ ପତ୍ର) ଦେଖାଇବାକୁ ପଡ଼ିବ ନାହିଁ। ଏଣିକି ଆପଣଙ୍କ ମୁହଁ ହିଁ ଆପଣଙ୍କ…

ପୁଣି ଚମକିଲା ଅକ୍ଷରା ସିଂହଙ୍କ କଣ୍ଠର ଜାଦୁ : ଭାଇରାଲ ହେଲା କୱଲେଜିଆ ବଲମୁଆ

ଭୋଜପୁରୀ ସୁପର ବିଉଟି ଅକ୍ଷରା ସିଂହଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି। ତାଙ୍କ ଚମତ୍କାର କଣ୍ଠରେ ପୁଣିଥରେ ଭୋଜପୁରୀ ସଂଗୀତର ଦୁନିଆ ଝୁମି ଉଠିଛି। ଅକ୍ଷରା ତାଙ୍କ ଗୀତ ପୀଇଁ ସବୁବୋଳେ ଚର୍ଚ୍ଚାରେ ଥାଆନ୍ତି। ଏହି କାରଣରୁ ୨୦୧୮ ମସିହାରେ ଅକ୍ଷରାଙ୍କ ନୂଆ ଗୀତ “କୱଲେଜିଆ ବଲମୁଆ” ରିଲିଜ…

ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୪ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ସ୍ବତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ଅଧିବେଶନ । ୨୦୧୯…

ସରକାରୀ କର୍ମଚାରୀଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା : ଏଥର ନିଜ ଇଛାରେ ନେଇପାରିବେ ବଦଳି

ଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଭଳି ଏକ ଐତିହାସିକ ଘୋଷଣା କରିଛନ୍ତି ମୋଦି । ଏବେ ପୁଣି ଦେଶର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ଦେବା ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୋଦି । ସୂଚନାଯୋଗ୍ୟ ଯେ,…

କର ବା ମର ସ୍ଥିତିରେ ଭାରତ, ଆଡିଲେଡ ରେକର୍ଡ କଙ୍ଗାରୁ ସପକ୍ଷରେ

ଭୁବନେଶ୍ୱର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତା କାଲି ଆଡିଲେଡରେ ଖେଳାଯିବ  । ସିରିଜର ପ୍ରଥମ ମ୍ୟାଚ କଙ୍ଗାରୁ ୩୪ରନରେ  ବିଜୟ ହାସଲ କରି ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆସନ୍ତା କାଲିର ମ୍ୟାଚ ଭାରତ ପାଇଁ ଅତି…