Odia News Portal

ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ଗୁଡି

ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାରେ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତି ପାଇଁ ଶୁଭେଛାର ବାର୍ତ୍ତା ଜଣାଇଛନ୍ତି। ଏହି ଅବସରରେ ଗୁଡି…

‘ସଞ୍ଜୁ’ ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ବିରୋଧରେ ‘ମି ଠୁ’ ଅଭିଯୋଗ

ମୁମ୍ବାଇ : କିଛି ଦିନ ବ୍ୟବଧାନରେ ପୁଣି ଫେରିଛି ‘ମି ଠୁ’ ଅଭିଯୋଗ । ଏଥର ଫସିଛନ୍ତି ଜଣାଶୁଣା ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ହାରାନି । ତାଙ୍କ ବିରୋଧରେ ତାଙ୍କର ଜଣେ ମହିଳା ସହକାରୀ ଏଭଳି ଅଭିଯୋଗ ଆଣିଛନ୍ତି । ମୁନ୍ନାଭାଇ ସିରିଜ୍‌, ପିକେ, ସଞ୍ଜୁ ଭଳି ସୁପରହିଟ୍‌ ଫିଲ୍ମର…

ବଲାଙ୍ଗୀର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଚାଲିଛି ଜୋରଦାର ପ୍ରସ୍ତୁତି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୫ରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ବିଶାଳ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ।…

ହ୍ବିଲ୍‌ ଚେୟାରଟିଏ ମିଳିଲାନି ଶେଷରେ ଟାଣି ଟାଣି ନେଲେ

ଚିକିତ୍ସା ପାଇଁ ବାହାରିଥିବା ରାଉରକେଲାର ଜଣେ ରେଲବାଇ କର୍ମଚାରୀଙ୍କୁ କୋଲକାତା ରେଲୱେ ଷ୍ଟେସନରେ ହ୍ବିଲ୍‌ ଚେୟାରଟିଏ ମିଳିଲାନି। ଏମିତିକି ଷ୍ଟ୍ରେଚର୍‌ଟିଏ ବି ଯୋଗାଇ ଦିଆଗଲାନି। ଫଳରେ ବାଧ୍ୟହୋଇ ଆମ୍ବୁଲାନ୍‌ସରେ ଥିବା ଷ୍ଟ୍ରେଚର୍‌ରେ ଲଦି ତାଙ୍କୁ ଟାଣି ଟାଣି ନିଆଯାଇଛି। ରେଳ…

ଜଙ୍ଗଲ ଭିତରେ ଗଜରାଜଙ୍କ ଚିକିତ୍ସା

ଜଙ୍ଗଲ ଭିତରେ ହାତୀର ଚିକିତ୍ସା। ସେ ପୁଣି ଜଙ୍ଗଲୀ ହାତୀର। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ପଡ଼ିଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିବାକୁ ବନବିଭାଗ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି। ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ…

ମକର ସଂକ୍ରାନ୍ତି ପାଇଁ ବୁଡ଼ ପକାଇବାକୁ ଆହ୍ଲାବାଦ ପ୍ରୟାଗରାଜରେ ଭିଡ଼

ଆଜିଠୁ ପ୍ରୟାଗରେ କୁମ୍ଭ ମେଳା । ପ୍ରଥମ ସାହି ସ୍ନାନ ପାଇଁ ସାଧୁସନ୍ଥଙ୍କ ଭିଡ ଜମିଛି । ଏହି ବିଶାଳ ଆଧ୍ୟାତ୍ମିକ ମହାମେଳାରେ ଯୋଗଦେବା ପାଇଁ ଭାରତର ବିଭିନ୍ନ କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ସେହିପରି ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ୫୦ ଦିନ ଧରି…

ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ଦେଶର ପ୍ରଥମ ମହିଳା ସ୍ୱାଟ କମାଣ୍ଡୋ !

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ୪୮ ପାରାମିଲିଟାରି ଫୋର୍ସ କମ୍ପାନୀ ଏବଂ ୩୫ ହଜାର ଦିଲ୍ଲୀ ପୋଲିସ ଯବାନଙ୍କ ହାତରେ ରହିବ । ଏହି ପୋଲିସ ଏବଂ ଯବାନମାନେ ଆଗାମୀ ୪ ଦିନ ମଧ୍ୟରେ ଦିଲ୍ଲୀ ପହଂଚିବେ । ପ୍ରଥମ ଥର ପାଇ ପରେଡ ରୁଟ…

ଦାରିଦ୍ର‌୍ୟ ଭିତରେ ୪ ଅସହାୟ ପିଲା, ସାହାରା ବୃଦ୍ଧ ଜେଜେବାପା ଓ ଜେଜେମାଆ

ବାଲେଶ୍ୱର : ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା । ସାହାରା କେବଳ ବୃଦ୍ଧ ଜେଜେବାପା ଓ ଜେଜେମାଆ । ପରିଣତ ବୟସରେ ଭିକ ମାଗି ୪ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ । ବାଲେଶ୍ୱର ସୋର ବ୍ଲକ୍‌ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗାଁର…

ରାହୁଲଙ୍କୁ ଧୋକା ଦେଲେ ନବ

ହାରିବା ଭୟ ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଏଆଇସିସି ଅଧ୍ୟକ୍ଷ ଯେଉଁ କିଛି ଯୁବ ଓ ଅଭିଜ୍ଞ ନେତାଙ୍କ ଉପରେ ଭରସା କରିଥିଲେ ସେମାନେ ଏବେ ତାଙ୍କୁ ଧୋକା ଦେବା ଆରମ୍ଭ କରିଛନ୍ତି । ରାହୁଲଙ୍କୁ ଧୋକା ଦେଇ ବିଜେଡି ସହ ଭିତିରି ସଂପର୍କ…

ଆସନ୍ତାକାଲି ମକର ସଂକ୍ରାନ୍ତି, ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ

ପୁରୀ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତୀ ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବାୟତ ମହାପ୍ରଭୂଙ୍କୁ ମାଳଚୂଳ ଲାଗି…