ମଣିପୁରରେ ଗୁଳି ବିନିମୟ
ଅଶାନ୍ତ ମଣିପୁର । ଗୁଳି ବିନିମୟରେ ଟଳିପଡ଼ିଲେ ୧୦ ସନ୍ଦିଗ୍ଧ ଆତଙ୍କୀ । ଏଥିସହ ଦୁଇ ଜଣ ସିଆରପିଏଫ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ତେବେ କିଛି ସମୟ ଧରି ଗୁଳି ବିନିମୟ ଫଳରେ ୧୦ ସନ୍ଦିଗ୍ଧ ଆତଙ୍କୀ ହୋଇଥିବା ଟଳିପଡ଼ିଥିବା ବେଳେ ସେହି ଅଞ୍ଚଳର ୫ ଜଣ ନିଖୋଜ ଅଛନ୍ତି । ଏନେଇ!-->…
