Odia News Portal

କେଉଁ ରାଶିର ଝିଅ ରୋମାଣ୍ଟିକ ଜାଣନ୍ତି କି?

ନିଜ ପ୍ରେମ ସମ୍ପର୍କକୁ ରଙ୍ଗୀନ୍ କରିବା ଓ ମଧୁରତା ଆଣିବା ଲାଗି ଝିଅମାନେ ନିଜ ରୋମାଣ୍ଟିକ ଅନ୍ଦାଜରେ ଅନେକ କିଛି କରନ୍ତି। ନିଜ ପାର୍ଟନରକୁ ଖୁସି କରିବା ଲାଗି ଏମାନେ ଅନେକ ସପ୍ରାଇଜ୍ ଦେଇଥାନ୍ତି। ଯଦି ଆପଣ ବି ନିଜ ପାଇଁ ଏମିତି ରୋମାଣ୍ଟିକ୍ ଗର୍ଲ ଫ୍ରେଣ୍ଡ ଚାହାଁନ୍ତି ତେବେ ଆମେ ଆପଣଙ୍କୁ…

୭ ବର୍ଷ ପରିଶ୍ରମ ପରେ ମିଳିଲା ସଫଳତା

ଲୋକପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ଓଡିଆ ଯୁବକ ନମ୍ବଲା ରବି କୁମାର । କୋରପୁଟ ଜିଲ୍ଲା ଦାମନଯୋଡିର ନାଲକୋରେ ଟେକ୍ନିସିଆନ ଭାବେ କାମ କରନ୍ତି ୪୭ ବର୍ଷୀୟ ରବି । ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତି ଚଲାଇଥିଲେ ରବି କୁମାର। ଆଉ ୭…

ମାଲ୍ୟାଙ୍କ ୬ ଦାମୀ କାର୍ ବିକ୍ରି ହେବ

କିଙ୍ଗ ଫିସର ଏୟାରଲାଇନ୍ସ ପାଇଁ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ ବିପୁଳ ପରିମାଣର ଋଣ ନେଇ ଲଣ୍ଡନ ପଳାଇଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଖରାପ ସମୟ ଆସିଯାଇଛି। ୬୨ ବର୍ଷୀୟ ମାଲ୍ୟାଙ୍କ ୬ଟି ଦାମୀ ଓ ବିଳାସପୂର୍ଣ୍ଣ କାରକୁ ବିକ୍ରି କରିବା ପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ…

ହାତ ଛାଡି ପଦ୍ମ ଧରିଲେ ପଦ୍ମ ଲୋଚନ

ବାଲେଶ୍ୱର ଜିଲ୍ଲାର ଖଇରା ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କର ଶହଶହ ସମର୍ଥକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଆଉ ଜଣେ…

‘ପୋଲିସ ସ୍ମାରକୀ’ ଦିବସ । ଲାଲକିଲ୍ଲାରୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସାରା ଦେଶ ପାଳୁଛି ପୋଲିସ ସ୍ମାରକୀ ଦିବସ । ଏହି ‘ପୋଲିସ୍ ସ୍ମାରକୀ’ ଦିବସ ନୂଆ ଦିଲ୍ଲୀ ଚାଣକ୍ୟପୁରୀ ଓ ଲାଲ୍ କିଲ୍ଲାରୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ…

ବିବାହ କରିବେ ରଣବୀର୍-ଦୀପିକା

ବଲିଉଡ୍ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର‌୍ୟ୍ୟ ହୋଇଛି। ରବିବାର ସୋଶାଲ୍ ମିଡିଆର ଆକାଉଣ୍ଟ୍ରେ ଉଭୟ ଦୀପିକା ଓ…

ଫୋନରେ ପ୍ରଥମେ ହେଲୋ କଣ ପାଇଁ କୁହାଯାଏ

ଆପଣ କେବେ ଚିନ୍ତା କରିଛନ୍ତି କି, ଫୋନ୍ ଉଠାଇବା ସମୟରେ ‘ହେଲୋ’ କଣ ପାଇଁ କୁହାଯାଇଥାଏ। ‘ହେଲୋ’ ଶବ୍ଦର ଅର୍ଥ କ’ଣ ଏବଂ ଏହା କେଉଁଠୁ ଆସିଛି। ଏହା ପଛର ରହସ୍ୟ କ’ଣ ରହିଛି। ଅଧିକାଂଶ ଲୋକ ଏହାକୁ ଏକ କଥିତ ଭାଷା ବୋଲି କହିଥାନ୍ତି ଏବଂ ଅନ୍ୟ କେତେକଙ୍କ ମତରେ, ଫୋନ୍କୁ ଆବିଷ୍କାର କରିଥିବା…

କାଶ୍ମୀର: ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ

ଜାମ୍ମୁ ଓ କାଶ୍ମୀରରେ ରବିବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବର୍ଷଣ ହୋଇଛି। ଶେଷ ପାଞ୍ଚ ଘଣ୍ଟାର ଫାଏରିଂରେ ଯବାନ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଅନ୍ୟ ପଟେ ଆତଙ୍କବାଦୀଙ୍କ ବିରୁଦ୍ଧ ଅପରେସନ ପରେ ହୋଇଥିବା ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ…

ହକିରେ ଭାରତର ବାଜିମାତ୍

ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ…

ରାଜ୍ୟ ସରକାରଙ୍କ କ୍ଷତିପୂରଣ ଘୋଷଣା

ବାତ୍ୟା ତିତ୍ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏନେଇ ଜଏଣ୍ଟ ରିଲିଫ୍ କମିଶନର କହିଛନ୍ତି,“ ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ଏହାଛଡ଼ା…