Odia News Portal

ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁସ୍ମିତାଙ୍କୁ ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ (୨ ଆଇ/ସି ଡିଆଜିପି ଚେନ୍ନାଇ ରେଞ୍ଜ) ଟ୍ରଫି ସହିତ…

ନବୀନଙ୍କ ଭାବମୂର୍ତ୍ତି: ୧୯ ବର୍ଷ ଭିତରେ ୪୫ ଜଣ ବିଦା ‌ହେଲେଣି ମନ୍ତ୍ରିମଣ୍ତଳରୁ

ଭୁବନେଶ୍ବର : ୨୦୦୦ରୁ ୨୦୧୯। ଚାରି ଥରରେ ପାଖାପାଖି ୧୯ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ତଥା ଦଳର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ଥର ନିଜ ମନ୍ତ୍ରିମଣ୍ତଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି…

କାଳିଆ ଯୋଜନାରୁ ଫାଇଦା କେତେ ? ଆରମ୍ଭ ହୋଇ ସାରିଛି ତର୍ଜମା

ଦୈନିକ ଖବର କାଗଜ ଟାଇମ୍‌ସ ଅଫ୍‌ ଇଣ୍ଡିଆରେ ଏକ ଆର୍ଟିକିଲ୍‌ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ସ୍ୱାମୀନାଥନ୍‌ ଏସ୍‌ ଅଙ୍କେଲେସରିଆ ଆୟାର ଏହି ଆର୍ଟିକିଲ୍‌ ଲେଖିଛନ୍ତି WHY NAVEEN PATTNAIK HAS THE BEST SOLUTION FOR FRAM DISTRESS। ଏଥିରେ କୁହାଯାଇଛି କାଳିଆ ଯୋଜନା ଏକ ଭଲ…

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଧମକ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ…

ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ । ୧ ଗୁରୁତର

କେନ୍ଦ୍ରାପଡା: ଡେରାବିଶ ୫ ନମ୍ବର କ ଜାତୀୟ ରାଜପଥ ଅଳାବାଙ୍କ ଛକରେ ମର୍ମତୁନ୍ଦ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ। ୧ ଗୁରୁତର ।ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।କେନ୍ଦ୍ରାପଡା ରୟାଲ ଡ୍ୟାନସ ଗୃପ ର ବାର୍ଷିକ ଉତ୍ସବ ପରେ ଏମାନେ ସାଙ୍ଗ ହୋଇ…

ଶହ-ଶହ ମୃତ-ଜୀବିତ ବିଦେଶୀ ପକ୍ଷୀ ସହ ଶିକାରୀ ଗିରଫ ଓ ୨ ବାଇକ ଜବତ

ସୋରଣ ଚିଲିକା କୂଳ ନିକଟରୁ ଶହ-ଶହ ମୃତ-ଜୀବିତ ବିଦେଶୀ ପକ୍ଷୀ ସହ ପକ୍ଷୀ ଶିକାରୀଙ୍କ ୨ ବାଇକ ଜବତ କରିଛି ଟାଂଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ । ବନ୍ୟପ୍ରାଣୀ କର୍ମଚାରୀଙ୍କୁ ଆକ୍ରମଣ କରି ୪ ପକ୍ଷୀ ଶିକାରୀ ଚଂପଟ ମାରିଛନ୍ତି । ମୃତ-ଜୀବିତ ବିଦେଶୀ ପକ୍ଷୀ ସବୁ ଗୁଳିବିଧ ଥିବା ଜଣାପଡିଛି ।…

ବିଦେଶରେ ବି ଖୁବ୍‌ ଲୋକପ୍ରିୟ ବଲିଉଡ୍‌ ଷ୍ଟାର୍‌ ହ୍ରିତିକ ରୋଶନ୍‌

ବଲିଉଡ୍‌ ଷ୍ଟାର୍‌ ହ୍ରିତିକ ରୋଶନ୍‌ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ଖୁବ୍‌ ଲୋକପ୍ରିୟ। ବି’ ଟାଉନ୍‌ର ଏହି ୪୪ ବର୍ଷୀୟ ସୁପର୍‌ ହିରୋ ନିକଟରେ ପ୍ରକାଶିତ ବିଶ୍ୱର ହ୍ୟାଣ୍ଡ୍‌ସମ୍‌ ଅଭିନେତା-୨୦୧୮ ତାଲିକାର ଶୀର୍ଷରେ ରହିଛନ୍ତି। ବିଶ୍ୱର ସବୁଠାରୁ ହ୍ୟାଣ୍ଡ୍‌ସମ୍‌ ଅଭିନେତା ତାଲିକାର…

ସିବିଆଇ ତଦନ୍ତ ଦାବି ପୂର୍ବରୁ ଧର୍ମେନ୍ଦ୍ର ନିଜ ନୈତିକତାକୁ ଦେଖନ୍ତୁ : ବିଜେଡି

ଭୁବନେଶ୍ୱର () ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବିଜେଡି କଡା ଜବାବ ଦେଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିଜ ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ନିଜେ କେନ୍ଦ୍ରମନ୍ତ୍ରୀଙ୍କ ମାଫିଆ…

ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଜଣେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓଟିରେ ଥାନାର ଏଏସ୍ଆଇ ଅଭିଯୁକ୍ତକୁ ଗିରଫ କରିବେ ନାହିଁ କହି ଗାଳି ଗୁଲଜ ଦେଉଥିବା ଦେଖାଦେଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କୁ ତାଙ୍କ ଯା’…

ଆମ୍‌ ଆଦ୍‌ମି ପାର୍ଟିକୁ ଶକ୍ତ ଧକ୍କା: ଇସ୍ତଫା ଦେଲେ ବିଧାୟକ ଶୁଖପାଲ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମି ପାର୍ଟି(ଆପ୍‌)କୁ ଶକ୍ତ ଧକ୍କା। ଦଳର ପଞ୍ଜାବ ବିଧାୟକ ଶୁଖପାଲ ଖଇରା ରବିବାର ଦଳର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଛନ୍ତି। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏକ ଚିଠି ଜରିଆରେ ଲେଖିଛନ୍ତି କି ‘ଦଳ ସଂପୂର୍ଣ୍ଣ ଭାବେ ନିଜ…