ବଲାଙ୍ଗିିରରେ କଂଗ୍ରେସର ଜନଜାଗରଣ ସମାବେଶ
ବଲାଙ୍ଗିର: କଂଗ୍ରେସର ଜନଜାଗରଣ ସମାବେଶ। କୃଷି ଋଣ ଛାଡ, ଚାଷୀଙ୍କୁ ପେନସନ୍ ଓ ବେକାରୀଙ୍କୁ କର୍ମ ନିଯୁକ୍ତି ଦାବିରେ କଂଗ୍ରେସ ପକ୍ଷରୁ ଏହି ସମାବେଶ କରାଯାଉଛି। ବଲାଙ୍ଗିିର କୋଶଳ କଳାମଣ୍ଡପ ପଡିଆରେ ଏହାର ଆୟୋଜନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା…
