ବିଜେପି ସାଂସଦ, ସିପିଏମ୍ ବିଧାୟକଙ୍କ ବାସଭବନକୁ ବୋମା ମାଡ଼
ଥିରୁବନନ୍ତପୁରମ୍: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ହିଂସା ଉପୁଜିଛି ତାହା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ୪୦ ବର୍ଷରୁ କମ୍ ବୟସର ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶ ପରେ ରାଜ୍ୟରେ ଜାରି ରହିଥିବା ହିଂସା…
