Odia News Portal

ଗିରଫ ହେଲେ ଟିଭି ଷ୍ଟାର ଏଜାଜ୍ ଖାନ୍

ଟିଭି ଷ୍ଟାର ଏଜାଜ୍ ଖାନ୍ ଗିରଫ । ବେଆଇନ୍ ନିଶାଦ୍ରବ୍ୟ ରଖିଥିବା ଅଭିଯୋଗରେ ତାଙ୍କୁ ଅବକାରୀ ବିଭାଗ ମୁମ୍ବାଇ ସ୍ଥିତ ବେକସୁର ହୋଟେଲରୁ ଗିରଫ କରିଛି । ତାଙ୍କ ଠାରୁ ୮ଟି ଏକଷ୍ଟେସି ବଟିକା ଜବତ ହୋଇଛି । ଏହି ବଟିକା ଖାଇଲେ ଭୟଙ୍କର ନିଶା ହୋଇଥାଏ । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।…

ସୁନ୍ଦରୀ ପାଇଁ ଛେଳି ବଳି

ସାତକୋଶିଆରେ ଧରା ଦେଉନି ସୁନ୍ଦରୀ । ଦୁଇ ଦିନ ହେଲା ଚାଲିଛି ସୁନ୍ଦରୀ ଖୋଜା । ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଆସିଲେ ଛେଳିକୁ ଛଡାଯିବ । ଏବଂ ଏହି ସମୟରେ ଚାରିପଟୁ…

ଜାମ୍ମୁ: ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଦିନକୁ ଦିନ ଜାମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କ।ଶ୍ମୀରର ଶ୍ରୀନଗରରେ ଆଜି ଭୋର ସକାଳୁ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ , ଶ୍ରୀନଗର ଉପକଣ୍ଟ ନୂଆଗାଁଠାରେ…

ଆୟରଙ୍କୁ ରିମାଣ୍ଡରେ ନେବ କୋଣାର୍କ ପୋଲିସ

ଝାରପଡା ଜେଲରେ ଅଭିଜିତଙ୍କ ପ୍ରଥମ ରାତି କଟିଛି । ତାଙ୍କୁ କୋଣାର୍କ ପୁଲିସ ୪ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅଭିଜିତଙ୍କ ବ୍ୟବହାର ସ୍ୱାଭାବିକ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଝାରପଡା ଜେଲରେ ପ୍ରଥମ ରାତିରେ କିଛି ଖାଇବାକୁ ମନା କରିଦେଇଛନ୍ତି । ଜେଲ ପକ୍ଷରୁ ତାଙ୍କୁ ରୁଟି…

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର () ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ 1984 ବ୍ୟାଚର ଆଇପିଏସ ଅଫିସର ଆର.ପି. ସିଂହଙ୍କୁ ଜେଲ ଡିଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଅତିରିକ୍ତ ଜେଲ ଡିଜି ବି.ଏନ. ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । 2000 ବ୍ୟାଚର ଆଇପିଏସ…

ଅନାଥ ଶିଶୁଙ୍କ ଦାୟିତ୍ବ ନେଲା ପ୍ରଶାସନ

ଗଜପତି () ତିତଲି ବାତ୍ୟାରେ ବାପାଙ୍କୁ ହରେଇଥିବା ଦୁଇଜଣ ଶିଶୁଙ୍କୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ମହେନ୍ଦ୍ରଗିରି ପର୍ବତରେ ଭୁସ୍ଖଳରେ ପ୍ରାଣ ହରେଇଥିବା ଶେଖର ଶବରଙ୍କ ଦୁଇ ସନ୍ତାନଙ୍କ ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ  । ସୁଆବା ଗାଁର ଶେଖର…

ଗିରଫ ହେଲା ଆୟାର

ଭୁବନେଶ୍ବର () ଓଡିଶା ବିରୋଧୀ ମନ୍ତବ୍ୟ ପାଇଁ ଗିରଫ ହେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ପୋଲିସ ଗିରଫ କରିଛି । ସେ କୋଣାର୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ସହ ଓଡିଶା ବିଧାୟକଙ୍କ ସମର୍କରେ ମଧ୍ୟ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଗୃହ…

ନିର୍ବୋଧତା ପାଇଁ କ୍ଷମା ମାଗିଲେ ଆୟାର

ପୋଲିସ ହେପାଜତରେ ଆୟାର ବୈଜୟନ୍ତଙ୍କ ସହ ପୁରୀ, କୋଣାର୍କ, ଚିଲିକା ବୁଲିଛି ନଭେମ୍ବର 2ରେ ପୁଣି ଥରେ ହାଜିରା, ଦାଖଲ କରିବେ ସତ୍ୟପାଠ ଭୁବନେଶ୍ବର () : କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭା ଓ କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା…

ଏ ବର୍ଷ ଶୀତ ଦିନେ ଉଷ୍ମ

ଭୁବନେଶ୍ବର () : ଏବର୍ଷ ସ୍ବାଭାବିକ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଶୀତ ଅନୁଭୁତ ହେବନି  । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀଠାରୁ ସ୍ବାଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ…

କେରଳ ବନ୍ୟା ପ୍ରପିଡିତକୁ ତ୍ରିବେଣୀର ସହାୟତା

ଭୁବନେଶ୍ବର: କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ତ୍ରିବେଣୀ ଆର୍ଥମୁଭର୍ସ ପକ୍ଷରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସର ଓଡ଼ିଶା, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ୭ହଜାରରୁ…