Odia News Portal

ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛି। ମୃତ ବାଳର ନାଁ ହେଲା ରାହୁଲ ବାରିକ। ସେହିପରି ନିଖୋଜ ଥିବା ବାଳକର ନା ହେଲା କାର୍ତ୍ତିକ ବାରିକ। ଏହି ଅଘଟଣଟି ଘଟିଛି…

ପୁଣି ବଳଦ ମାରି ଖାଇଲା ସୁନ୍ଦରୀ

ଦୁଇଦିନରେ ବାଘୁଣୀ ସୁନ୍ଦରୀ କରିଛି ଦୁଇଟି ଶିକାର। ଗତକାଲି ମଣିଷ ମାରିଲା ଓ ଆଜି ବଳଦ ଖାଇଲା। ଏହା ହେଉଛି ଅନୁଗୋଳର ଟାଇଁସି ଅଞ୍ଚଳରେ ଆତଙ୍କ ଖେଳାଇଥିବା ସୁନ୍ଦରୀର କାମ। ବାଘୁଣୀର ଦୁଇଟି ଦୁଇଟି ଶିକାର ପରେ ଅନୁଗୋଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି…

ଏସିଆନ୍ ଗେମ୍ସ ସେମି ଫାଇନାଲ୍ରେ ଟିମ୍ ଇଣ୍ଡିଆ

ହିରୋ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ବିଜୟଧାରା ଅବ୍ୟାହତ ରହିଛି। ପ୍ରଥମେ ଓମାନ ଓ ପାକିସ୍ତାନକୁ ମାତ ଦେଇଥିବା ଟିମ୍ ଇଣ୍ଡିଆ ରବିବାର ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଜାପାନ୍କୁ ୯-୦ ଗୋଲ୍ରେ ପରାସ୍ତ କରିଛି। ଭାରତ ତା’ର ୩ଟି ଯାକ ଲିଗ୍ ମ୍ୟାଚ୍କୁ ଜିତି…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ…

ଗୋଟିଏ ପରିବାରର ୪ମୃତ

ଜାଳିଦେଲା ଜ୍ୱାଇଁ। ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର। ନିଆଁରେ ଜଳିଜାଇଛନ୍ତି ବାପା, ମାଆ, ଝିଅ ଓ ଜ୍ୱାଇଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ପଞ୍ଚାତୟ ବନାପାଟ ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ନବଘନ ସାହୁ ତାଙ୍କ ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ…

ଝିଅଙ୍କ ମନ କେମିତି କିଣିବେ ? କିଛି ଟିପ୍ସ

ସତ କଥା ହେଲା, ଝିଅଙ୍କ ମନ କିଣିବା ଏତେ ସହଜ ନୁହେଁ। ଯଦି ଏହି କାମ ଭାବିଚିନ୍ତି ନ କରନ୍ତି ତା ହେଲେ ଆପଣ ପସ୍ତେଇବେ। ଝିଅମାନଙ୍କ ମନ ଜିତିବାକୁ ଭଲ ପରିବେଶ ସୃଷ୍ଟି କରନ୍ତୁ। ପ୍ରେମ କରିବା ଆଗରୁ ତାର ଜଣେ ବିଶ୍ୱସ୍ଥ ଏବଂ ଭଲ ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ। ଝିଅମାନେ ଭାରି ଗପୁଡି।…

ପୁଅ,ଝିଅକୁ ବିଷ ପିଆଇ ମାରିଦେଲା ମା’

ମା’ର ମମତାରେ ଲାଗିଲା କଳଙ୍କ । ମାରିଦେଲା ନିଜେ ଜନ୍ମ କରିଥିବା ପୁଅ ଓ ଝିଅକୁ । ନିଜେ ମରିବାକୁ ଉଦ୍ୟମ କରିଥିଲା ହେଲେ ବଂଚିଗଲା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ନୟାଗଡ ଜିଲ୍ଳା ଲକ୍ଷ୍ମୀପ୍ରସାଦ ଗାଁର ଅହଲ୍ୟା ଖୁଂଟିଆ ନିଜ…

କାଲି ଓଡିଶା ଆସିବେ ଅଭିଜିତ ଆୟାର

ଆସନ୍ତା କାଲି ଗୃହ କମିଟିରେ ହାଜର ହେବେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର । ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା କହିଥିବା ପ୍ରସଙ୍ଗରେ ଗୃହ କମିଟିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ତେବେ ଓଡ଼ିଶା ଆସିବାର ଗତ କିଛି ଦିନ ପୂର୍ବରୁ ଜାତୀୟ…

ଦଣ୍ଡ ଦେଲା ଡିଜେଲ ଦର

ଆଜି ବି ଓଡିଶାରେ ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୨୭ ପଇସା ରହିଥିବାବେଳେ ଡିଜେଲ ଦର ରହିଛି ୮୦ ଟଙ୍କା ୪୦ ପଇସା । ଯାହାକି ପେଟ୍ରୋଲ ଦରଠାରୁ ଲିଟର ପିଛା ୧୩ପଇସା ଅଧିକ ରହିଛି । ଏହା ସର୍ବକାଳିନ ରେକର୍ଡ କରିଛି । ଏହା ପୂର୍ବରୁ କେବେ…

କେଉଁ ରାଶିର ଝିଅ ରୋମାଣ୍ଟିକ ଜାଣନ୍ତି କି?

ନିଜ ପ୍ରେମ ସମ୍ପର୍କକୁ ରଙ୍ଗୀନ୍ କରିବା ଓ ମଧୁରତା ଆଣିବା ଲାଗି ଝିଅମାନେ ନିଜ ରୋମାଣ୍ଟିକ ଅନ୍ଦାଜରେ ଅନେକ କିଛି କରନ୍ତି। ନିଜ ପାର୍ଟନରକୁ ଖୁସି କରିବା ଲାଗି ଏମାନେ ଅନେକ ସପ୍ରାଇଜ୍ ଦେଇଥାନ୍ତି। ଯଦି ଆପଣ ବି ନିଜ ପାଇଁ ଏମିତି ରୋମାଣ୍ଟିକ୍ ଗର୍ଲ ଫ୍ରେଣ୍ଡ ଚାହାଁନ୍ତି ତେବେ ଆମେ ଆପଣଙ୍କୁ…