ସଲମାନଙ୍କ ପ୍ରେମିକା ଆଉ ନାହାନ୍ତି
ମୁମ୍ବାଇ:ଆଉ ନାହାନ୍ତି ସଲମାନ୍ଙ୍କ ପ୍ରିୟତମ ବାନ୍ଧବୀ ଯାହାକୁ ସେ ‘ମାଇଁ ଲଭ୍’ ବୋଲି ସମ୍ବୋଧନ କରୁଥିଲେ। ଗୁରୁବାର ସକାଳେ ବଲିଉଡ୍ର ଭାଇଜାନ୍ଙ୍କ ‘ମାଇଁ ଲଭ୍’ଙ୍କର ଦେହାନ୍ତ ହୋଇଯାଇଛି। ଆଜ୍ଞା ହଁ ଏହି ‘ମାଇଁ ଲଭ୍’ ହେଉଛନ୍ତି ସଲମାନ୍ଙ୍କ ପ୍ରିୟ ପୋଷା କୁକୁର, ଯାହାର ମୃତ୍ୟୁରେ…
