Odia News Portal

ରିଲିଜ୍ ହୋଇଛି ଗଲି ବୟେର ଫାଷ୍ଟ ଲୁକ୍

ପୋଷ୍ଟରରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଝଲକ ଦେଖିବାକୁ ମିଳିଛି। ପୋଷ୍ଟର୍ସ ସହ ଫିଲ୍ମର ଥିମ ଲାଇନ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ଆଲିଆ ଓ ରଣବୀର ଗୋଟିଏ ଇୟର ଫୋନରୁ ଗୀତ ଶୁଣୁଛନ୍ତି। ପୋଷ୍ଟରରେ ଲେଖାଯାଇଛି, ଗଲି ବୟେ-ଆମ ସମୟ ଆସିବ। ମେକର୍ସ ପ୍ରଥମେ ରଣବୀରଙ୍କ ଲୁକ୍ ଶେୟାର କରିଥିଲେ।…

ସଦାଶିବ ଜେନା, ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୁରଞ୍ଜନ ପାଢ଼ୀ ବିଜେପିକୁ କଲେ ବାଏ ବାଏ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସଦାଶିବ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା (ମହିଳା ମୋର୍ଚ୍ଚା) ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୂର୍ବତନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟ କର୍ତା ତଥା ବର୍ତମାନର ଭୁବନେଶ୍ୱର ଜିଲା…

ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଓଜନ କମ୍ କରାଏ ଏହି ଜିନିଷ…

ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ ଭଲ ତାହା ଆମେ ସବୁ ଜାଣିଛୁ। କିନ୍ତୁ ଆପଣ ଜାରିଛନ୍ତି କି, ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଫାଇଦା। ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରରର ସ୍ତରକୁ ବଢାଇଥାଏ । ଆସନ୍ତୁ ଜାଣିବା ଭଜା…

କୋରାପୁଟ କଂଗ୍ରେସ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ

ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତ କରିଛି କୋରାପୁଟ କଂଗ୍ରେସ ଦଳ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତି ମିନାକ୍ଷୀ ବାହିନୀପତିଙ୍କ ଆହ୍ୱାନ କ୍ରମେ କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଗ୍ରାମପଞ୍ଚାୟତ ର ଏକଟାଗୁଡା ଗ୍ରାମର ଫୁଟବଲ ପଡିଆ ଠାରେ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲ ।…

ମିଶିଗଲା ତିନି ବ୍ୟାଙ୍କ

ତିନୋଟି ଜାତୀୟକରଣ ବ୍ୟାଙ୍କକୁ ମିଶାଇଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆଜି ଏହି ନିଷ୍ପତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହି ବ୍ୟାଙ୍କ ଗୁଡିକ ହେଲା ଦେନା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଏବଂ ବିଜୟା ବ୍ୟାଙ୍କ । ଏହି ବ୍ୟାଙ୍କ ମିଶ୍ରଣକୁ ରୋକିବା ପାଇଁ ବ୍ୟାଙ୍କ…

ଅନିଶ୍ଚିତତାରେ ଦିଲ୍ଲୀପ

ବିଜେଡି ବା ଅନ୍ୟ କୌଣସି ଦଳରେ ମିଶିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଗସ୍ତରେ ଆସି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦିଲ୍ଲୀପ ।ସେ କହିଛନ୍ତି ଯେ ତାଙ୍କର ନିଷ୍ପତି…

ଭାରତକୁ ଆସୁଛି ଆମେରିକା ନିର୍ମିତ ଚିକୁନ୍ ଓ ଅପାଚେ ହେଲିକପ୍ଟର

ଅନେକ ଗୁଣା ବଢ଼ିଯିବ ଭାରତୀୟ ସେନାର ଶକ୍ତି । ଆମେରିକାରେ ନିର୍ମିତ ଅଧିକ ଚିକୁନ ଓ ଅପାଚେ ହେଲିକପ୍ଟର ମାର୍ଚ୍ଚରେ ଭାରତ ପହଞ୍ଚିବ । ଉଭୟ ହେଲିକପ୍ଟର ଭାରତ ଆସିଲେ ସେନାର ଶକ୍ତି ବୃଦ୍ଧି ପାଇବା ସହ ଥରହର ହେବେ ଶତ୍ରୁ ଦେଶ । ଚିକୁନ ହେଲିକପ୍ଟରର ପ୍ରଥମ ବ୍ୟାଚ୍ କମ୍ପାନୀ ତରଫରୁ ଗୁଜରାଟ…

ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍‌ପିଜି ସିଲିଣ୍ଡର ପ୍ରଦାନ କରିଥିଲେ। ଉତ୍ସବରେ ପୌରୋହିତ୍ୟ କରିଥିଲେ…

ଅଚାନକ ନବୀନ ନିବାସ ନିକଟରେ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ…

ଅନ୍ତିମ ଟେଷ୍ଟ ପାଇଁ ଦଳ ଘୋଷିତ: ସ୍ଥାନ ପାଇଲେ କେ ଏଲ୍ ରାହୁଲ ଓ ଆର୍ ଅଶ୍ୱିନୀ

ଆସନ୍ତାକାଲି ସିଡ୍‌ନୀରେ ଖେଳାଯିବ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ପୁଣି ଥରେ ସ୍ଥାନ ମିଳିଛି। ଆର ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସେ ଖେଳିବା ନେଇ ଅନିଶ୍ଚିତତା ରହିଛି।…