Odia News Portal

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନରେ ୧ କୋଟି ୮୦ଲକ୍ଷ ଲୋକଙ୍କୁ ଦିଆଯାଇଛି ମାଗଣା ଚିକିତ୍ସା : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନାରେ ଉପକୃତ କୋଟି କୋଟି ଲୋକ । ୧ କୋଟି ୮୦ଲକ୍ଷ ଲୋକଙ୍କୁ ଦିଆଯାଇଛି ମାଗଣା ଚିକିତ୍ସା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ କହିଛନ୍ତି  ଏଥିପାଇଁ କୌଣସି କାର୍ଡ ଦେଖାଇବାକୁ ପଡିବ…

ଶ୍ରୀମନ୍ଦିର ଭିତରେ ସେଲ୍‌ଫି ! ଧରାପଡିଲେ ଆଇ.ଆର.ବି ଯବାନ

ପୁରୀ: ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନ ନେବା ନେଇ କଟକଣା ଜାରି କରାଯାଇଛି । କିନ୍ତୁ ଅନେକ ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଘଟଣା ନଜରକୁ ଆସେ । ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ…

ଶ୍ରୀଜଗନ୍ନାଥ ତଥ୍ୟ ଧାରିକା ଗ୍ରନ୍ଥ ଲୋକାର୍ପିତ

ପୁରୀ: ଇଂରାଜି ନବବର୍ଷ ଅବସରରେ ମଙ୍ଗଳବାର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୂଳମ୍‌ ପରିସରରେ ଶ୍ରୀଜଗନ୍ନାଥ ତଥ୍ୟ ଧାରିକା ଗ୍ରନ୍ଥ ଲୋକାର୍ପିତ ହୋଇଛି। କ୍ରିୟାଯୋଗ ଆଶ୍ରମ ମୁଖ୍ୟ ସ୍ବାମୀ ପ୍ରଜ୍ଞାନାନନ୍ଦ ଏହାକୁ ଲୋକାର୍ପିତ କରିଛନ୍ତି। ଗ୍ରନ୍ଥର ଲେଖକ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର…

ଏଥର ପୁରୀ ଅଭଡ଼ା ମହାପ୍ରସାଦ ମିଳିବ ଏହି ସୁଲଭ ମୂଲ୍ୟରେ: ଜାଣନ୍ତୁ କାହା ମୂଲ୍ୟ କେତେ

ଓଡ଼ିଶାର ଚଳନ୍ତି ଭଗବାନ ଜଗନ୍ନାଥଙ୍କ ମହିମା ବିଷୟରେ କିଏ ବା ନ ଜାଣେ | ସାରା ଜଗତର ରକ୍ଷାକର୍ତ୍ତା ଅଟନ୍ତି ଆମ ଜଗନ୍ନାଥ | ସବୁ ଓଡ଼ିଆଙ୍କ ମନର ଏଠି ପାଇଁ ଅନେକ ଗର୍ବ ଆମ କାଳିଆ ସାଆନ୍ତ ଙ୍କ ପାଇଁ | ପୁରୀ ଗଲେ କିଏ ବା ଅଭଡ଼ା ଖାଇବା ପାଇଁ ମନ ନକରେ କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ…

ତାରପଲିନ ତଲେ ବିତୁଛେ ଜୀବନ୍‌: ଏଠି ମନ୍ତ୍ରୀକଁର କଥା ପାନିର ଗାର

ଅତାବିରା: ସାଧାରନ ନିରବାଚନ୍‌ ଦିନ୍‌ ଯେତ୍‌କି ପାଖେଇ ଆସୁଛେ କେନ୍ଦ୍ର ଆର ରାଏଜ୍‌ ସରକାର ତହଁକି ତହଁକି ଗୁଟେ ପରେ ଗୁଟେ ଯୋଜ୍‌ନା ଘୋଷନା କରୁଛନ୍‌। ହେଲେ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଆଗରୁ ଚାଲୁ ରଖିଥିବାର ଯୋଜ୍‌ନାର ଲାଭ୍‌ ହିତାଧିକାରୀମାନକର ପାସେ ପୁହୁଁଚି ନାଇଁପାରବାର। କେତେ…

ଧର୍ମେନ୍ଦ୍ର, ନଵୀନ ଓ ନିରଞ୍ଜନଙ୍କ ପାଇଁ ପରୀକ୍ଷା ! ୧୯ ରାଜନୀତିରେ ଅଡୁଆ ହିଁ ଅଡୁଆ : ବିଦ୍ରୋହୀଙ୍କ ଉପରେ ନଜର

ଭୁବନେଶ୍ବର : ୨୦୧୯ ଏପ୍ରିଲ-‌ମେରେ ଲୋକସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ୨୦୧୮ରୁ ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଢେର୍ କସରତ ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରସ୍ତୁତ କରିଥିବା ଭିତ୍ତିଭୂମିକୁ ଆଧାର କରି ୨୦୧୯ ନିର୍ବାଚନର ସାମ୍ନା…

ବିଦ୍ୟୁତ ଫାଶରେ ଲାଗି ଅଣ୍ଡିରା ହାତୀ ମୃତ

ସାତମାଇଲି: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ପଞ୍ଚାୟତ କଞ୍ଜାମୁଣ୍ଡିଆ ପାହାଡ଼ରୁ ବୁଧବାର ଏକ ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାହାଡ଼ ଉପରେ ଶିକାରୀ ଜଙ୍ଗଲୀ ଜନ୍ତୁ ଲାଗି ବିଛାଇଥିବା ବିଦ୍ୟୁତ ଫାଶ ସଂସ୍ପର୍ଶରେ ଆସିବା ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା

ଥିରୁଭାନନ୍ଥପୁରମ୍‌: କେରଳର ସାବରିମାଲା ମନ୍ଦିରରେ ବୁଧବାର ଭୋର୍‌ ୩ଟା ୪୫ରେ ଦୁଇ ମହିଳା ଗୁପ୍ତରେ ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି। ଏହାଦ୍ୱାରା ଏଠାରେ ପ୍ରଚଳିତ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୫୦ ବର୍ଷରୁ କମ୍‌ ବୟସ୍କ ଦୁଇ…

ଶିକ୍ଷୟିତ୍ରୀ ନିରୁପମା ଏବେ କୁଲି ମଜୁରିଆଣି !

ଫିରିଙ୍ଗିଆ: ଦିନେ ସେ ଶିକ୍ଷୟିତ୍ରୀ ଥିଲେ। ପିଲାଙ୍କୁ ପାଠ ପଢାଉଥିଲେ ଆଉ ଯତ୍ନ ବି ନେଉଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା । ବିନା କାରଣରେ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା। ଆଉ ଏବେ କୁଲି ମଜୁରି କରି ପରିବାର ଚଳାଉଛନ୍ତି ସେହି ଶିକ୍ଷୟିତ୍ରୀ ଜଣକ । ଅଭିଯୋଗ କଲେ ଦୁଃଖ ଶୁଣିବାକୁ କେହି…

ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର

ଜଗତସିଂହପୁର: ଜିଲ୍ଲା ସଦର ଥାନା କଣ୍ଟାପଡା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅଘଟଣ । ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆହତ କଣ୍ଟାପଡା ଗାଁର ଚକ୍ରଧର ସ୍ୱାଇଁ ।…