Odia News Portal

ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ

କଟକ: ଶିଖରପୁର ଅଂଚଳର ତଳ ସାହିର ଝୁଲଣ। ନାୟକଙ୍କ ଘରେ ସର୍ଟସର୍କିଟ ଘଟି ଦୁଇ ବଖରା ଘର ଭସ୍ମୀଭୂତ ହୋଇ ଯାଇଛି । ଘରର ସମସ୍ତ ଆସବାବ ପତ୍ର ସହ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ଶାଢ଼ୀ ଗୁଡ଼ିକ ପୋଡି ଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଅଗ୍ନିଶମର ସାହାଯ୍ୟ ପଡିଥିଲା। ସ୍ଥାନୀୟ…

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସୋଆ ଡିମଡ୍‌ ଟୁ ବି ୟୁନିଭରସିଟିରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଗୁରୁବାର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ…

ରାଲିରେ ସାମିଲ ହେବା ପୂର୍ବରୁ: ବାଟରେ ଓଲଟିଲା ବସ୍, ୩୫ ଆହତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ସାମିଲ ହେବାକୁ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁଯାୟୀ, ଏହି ବସରେ ଏକ କମ୍ପ୍ୟୁଟର ସେଂଟରର ଛାତ୍ରଛାତ୍ରୀମାନେ ଯାଉଥିଲେ । ବସଟି ଅଧା ରାସ୍ତାରେ ଓଲଟି ପଡିଥିଲା । ବସ ଓଲଟିବା କାରଣରୁ ୩୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି…

ନବୀନଙ୍କୁ ସମର୍ଥନ ଜଣାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ (୩୩%) ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମହତ୍‌ ଅଭିଯାନ ଆରମ୍ଭ କରିଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଏନେଇ ସେ…

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲେଶ୍ବର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଲିଆପାଳ ପଞ୍ଚୁସାହି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି। ଖନ୍ତାପଡ଼ା ବାସଭବନରେ ବାଲେଶ୍ୱର ଭିଜିଲାନ୍ସର ଚଢାଉ…

ଆଜି ଭାଇଜାନ୍‌ଙ୍କ ଜନ୍ମ ଦିନ

ଆଜି ଭାଇଜାନ୍ଙ୍କ ଜନ୍ମ ଦିନ । ୫୩ ବର୍ଷରେ ପାଦ ଦେଇଛନ୍ତି ବଲିଉଡ୍ର ଦବଙ୍ଗ ବୟ ସଲମାନ ଖାନ୍ । ଜନ୍ମଦିନରେ ସଲମାନ୍ ଖାନ୍ଙ୍କ ସେଲିବ୍ରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ମୁମ୍ବାଇର ପନେଓ୍ଵଲ ହାଉସ୍ରେ ନିଜର ଜନ୍ମଦିନ ପାଳିଛନ୍ତି ସଲମାନ୍ । ବଲିଉଡ୍ ସେଲିବ୍ରିଟି ଓ ପରିବାର ଲୋକଙ୍କ ସହ…

ମେଲବର୍ଣ୍ଣ ଟେଷ୍ଟ : ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲବର୍ଣ୍ଣ : ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୪୪୩ ରନ୍‌ କରି ପ୍ରଥମ ଇନିଂସ୍‌ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିନା ଓ୍ଵିକେଟ୍‌ରେ କରିଛି୮ ରନ୍‌ । ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ…

କାଜୁ ଜଙ୍ଗଲ ଭିତରୁ ୬ ଡକାୟତ ଗିରଫ

ଟାଙ୍ଗୀ: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଏକ ନିତିଦିନିଆ ଘଟଣା ହୋଇଯାଇଛି। ତେବେ ଗତକାଲି ଚାନ୍ଦପୁର ଥାନା ଆଇଆଇସିଙ୍କ ଉଦ୍ୟମରେ ୬ ଜଣ ଜାତୀୟ ରାଜପଥ ଲୁଟେରା ଧରା ପଡ଼ିଛନ୍ତି। ସେମାନେ ହେଲେ ମୟୁରଭଞ ଜିଲ୍ଲା ଠାକୁରମୁଣ୍ତାର ସନ୍ଦିପ…

ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପ୍ ପକ୍ଷରୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

କଟକ: ବଡ ଦିନ ଅବସରରେ ଅସହାୟ ମାନଙ୍କୁ ସହାୟତା ପାଇଁ ସାନ୍ତା ସାଜିଲେ ଅମନ ହେଲପିଙ୍ଗ ହ୍ୟାଣ୍ଡସ ଗ୍ରୁପର ସ୍ବେଚ୍ଛାସେବୀମାନେ । ଯେତେବେଳେ ପବିତ୍ର ବଡ଼ ଦିନରେ ଲୋକେ ଘରେ ବସି ମଉଜ ମଜଲିସ କରୁଥିଲେ ଠିକ ସେହି ସମୟରେ ଅମନ ହେଲପିଙ୍ଗ ହ୍ୟାଣ୍ଡ ଗ୍ରୁପର ସଦସ୍ୟମାନେ ହାଡ଼ ଭଙ୍ଗା ଶୀତରେ…

କୁକୁଡ଼ା ଓ ଘୁଷୁରି ରନ୍ଧା, ମୂଷା ଗ୍ରାହକମାନଙ୍କର ଅତି ପ୍ରିୟ

ଆସାମର କୁମାରୀକତା ଗାଁ’ର ରବିବାର ହାଟରେ କୁକୁଡ଼ା ଓ ଘୁଷୁରି ଅପେକ୍ଷା ସିଝା ଯାଇ, ଚମଡ଼ା ଉତରା ଯିବା ପରେ ବାଟଣ ପଡ଼ି ରନ୍ଧା ଯାଇଥିବା ମୂଷା ଗ୍ରାହକମାନଙ୍କର ଅତି ପ୍ରିୟ। ବେପାରୀମାନେ ସ୍ଥାନୀୟ ଚାଷୀମାନଙ୍କ ଠାରୁ ନଗଦ ଧରାଯାଇ ଚମଡ଼ା ଉତରା ଯାଇଥିବା ଶହ ଶହ ମୂଷା ଖରିଦ କରି ଆଣନ୍ତି।…