Odia News Portal

ଭିଜିଲାନ୍ସ ଜାଲରେ ଆରଟିଓ

ଢେଙ୍କାନାଳ: ଆରଟିଓ ଦିବାକର ସିଂହଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଭଡା ଘର, ମୟୁରଭଞ୍ଜର ଝାରପୋଖରିଆ ସ୍ଥିତ ପୈତୃକ ଘର, ଭୁବନେଶ୍ବର…

ଏହି ୫ଟି କାରଣ, ଯେଉଁଥି ପାଇଁ ବାହାର ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାନ୍ତି ବିବାହିତ ମହିଳାମାନେ

ଅନୈତିକ ସମ୍ବନ୍ଧ ବହୁତ ଖରାପ ହେଇଥାଏ । କୌଣସି ଯୁବତୀ ଙ୍କ ର ବିବାହ ପରେ ଅନ୍ୟତ୍ର ସମ୍ବନ୍ଧ ରଖିବା ଖୁବ ଖରାପ ହେଇଥାଏ । ଆଜିକା ସମୟ ରେ ମଧ୍ୟ ଲୋକେ ଏହା କୁ ଖରାପ ନଜର ରେ ଦେଖିଥାନ୍ତି । କିନ୍ତୁ କେହି ବି ଏହା ଜାଣିବାକୁ ଚେଷ୍ଟା କରିନାହାନ୍ତି କି ଏପରି ଘଟଣା ପଛ ର କାରଣ କଣ । ଜଣେ…

୬ କେଜି ୭୦୦ ଗ୍ରାମ ରୁପା ଓ ୩୭୭ ଗ୍ରାମ ସୁନା ଅଳଙ୍କାର ଜବତ

ଗଞ୍ଜାମ: ଦୁଇଦିନ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକଙ୍କୁ ଗଞ୍ଜାମ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଫଳରେ ବାବୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ସହଯୋଗୀ ତପନ ନାୟକ ଗିରଫ ହୋଇଥିଲା। ଗୁରୁତର ଆହତ ହୋଇଥିବା ବାବୁ ବ୍ରହ୍ମପୁର ମେଡିକାଲ୍‌ରେ ପ୍ରାଣ ହରାଇଥିଲା। ତେବେ ବାବୁର ମୃତ୍ୟୁ ପରେ…

ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ

କଟକ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ। ନାମ:ତପନ କୁମାର ଦାସ, ବାପା : ରମେଶ ଚନ୍ଦ୍ର ଦାସ। ଘର ପୁରୁଣା ରାଉସାପାଟଣା କଟକ। ପୂର୍ବରୁ ବୋନ ଟିଭିରେ ପୀଡିତ ଥିଲେ ତାପରେ ସେ ଏବେ ପକ୍ଷାଘାତ ରୋଗରେ ପୀଡିତ । ଏବେ ଅପରେସନ ପାଇଁ ମୁଖ୍ୟ ବାଧକ ସାଜିଛି…

ପୋଲିସର ସେବାୟତଙ୍କୁ ମାଡ ଅଭିଯୋଗ !

ପୁରୀ: ଶ୍ରୀମନ୍ଦିର ମଧ୍ୟକୁ ଯାତ୍ରୀ ନେଇ ଯିବା ବେଳେ ପୋଲିସର ସେବାୟତଙ୍କୁ ମାଡ ଅଭିଯୋଗ । ସେବାୟତ ହେଲେ ଭିତର ଛୁ ଭବାନୀ ମହାପାତ୍ର । ତାଙ୍କର ବଙ୍ଗାଳି ଯାତ୍ରୀଙ୍କୁ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ବେଳେ ବିଦେଶୀ ଭାବି ଅଟକାଇବା ସହ ପରିଚୟ ପତ୍ର ମାଗିଲା ପୋଲିସ । ତେବେ ସେ…

ଅନିଶ୍ଚିତତା ଭିତରକୁ ଯାଉଛନ୍ତି ଦିଲ୍ଲୀପ-ବିଜୟ

ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିବା ବିଧାୟକ ଦିଲ୍ଲୀପ ରାୟ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭବିଷ୍ୟତ ଧିରେ ଧିରେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛି । ବିଜେଡି ପ୍ରତିଷ୍ଠା ଦିବସରେ ଏହି ଦୁଇ ନେତା ମିଶିବାନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ…

ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ !

ଭୁବନେଶ୍ବର: ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ । କିଛିଦିନ ତଳେ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଅବସର ନେଇଥିଲେ । ଓଡିଶା ସରକାରଙ୍କ ଅଧିନରେ ବହୁ ବର୍ଷ ଧରି କାମ କରିଥିବା ବାଲକ୍ରିଷ୍ଣନ ଓଡିଶାର କଳା ସଂସ୍କୃତି ଓ ସାମାଜିକ ମୁଲ୍ୟବୋଧକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ବର୍ତମାନ…

ଜାନୁୟାରୀରେ ଦେଖାଯିବ ସୁପର ବ୍ଲଡ ଓଲଫ ମୁନ, ଜାଣନ୍ତୁ ଏହି ବିରଳ ମହାଜାଗତିକ ଘଟଣା ବିଷୟରେ

ଭୁବନେଶ୍ୱର : ୨୦୧୮ ଜାନୁୟାରୀ ପରି ୨୦୧୯ ଜାନୁୟାରୀରେ ମଧ୍ୟ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଆସନ୍ତା ଜାନୁୟାରୀ ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ…

ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

କଟକ: କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ବଜାର ଠାରେ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବାଇକ୍ ସହ ଟ୍ରକ ଧକ୍କା । ଗୁରୁତର ବାଇକ୍ ଆରୋହୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲ। ବାଇକ୍…

ମୋବାଇଲ ଚୋରି ଘଟଣାରେ ୪ ଆସାମୀ କୋର୍ଟ ଚାଲାଣ

ପୁରୀ: ଜଗନ୍ନାଥ ବଲ୍ଲବ ମଠ ପରିସର ମଧ୍ୟରେ ￰ବାଲେଶ୍ଵରରୁ ପୁରୀ ଆସିଥିବା ପ୍ରମୋଦ ଜେନା ନାମକ ପର୍ଯ୍ୟଟକଙ୍କୁ ଆକ୍ରମଣ ଏବଂ ମୋବାଇଲ ଚୋରି ଘଟଣାରେ ଆଜି ଟାଉନ ଥାନା ପୋଲିସ ୪ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସ୍ପି…