ଓଡିଶା ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା
ଭୁବନେଶ୍ବର: ନିକଟରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ଅନୁଷ୍ଠିତ ୨୯ ତମ ସିନିୟର୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ଉତ୍ତରପ୍ରଦେଶ ଠାରୁ ଫାଇନାଲରେ ପରାସ୍ତ ହୋଇ ପଞ୍ଚମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା…
