ଆସନ୍ତୁ ଜାଣିଵା କିଡ୍ନୀ କିପରି କ୍ଷତି କରି ପାରେ
?୧, କିଡ୍ନୀକୁ କ୍ଷତି ପହଞ୍ଚାଉଥିବା ପ୍ରଥମ ବଦ୍ ଅଭ୍ୟାସ ହେଉଛି, ପାଣି କମ୍ ପିଇବା। ଅନାବଶ୍ୟକ ବା ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଶରୀରରେ ଯଥେଷ୍ଟ ପରିମାଣର ପାଣି ରହିବା ଆବଶ୍ୟକ। କମ୍ ପାଣି ପିଇବା ହେତୁ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶରୀର ହାଇଡ୍ରେଟ୍ ରୁହେ ନାହିଁ।…
