ଦିନ ୧ଟା ୨୮ ମିନିଟ୍ ସମୟରେ ଖୋଲାଯିବ ରତ୍ନଭଣ୍ଡାର
ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ତଦାରଖ କମିଟି ଅଧ୍ୟକ୍ଷ ରତ୍ନଭଣ୍ଡାର ଯାଞ୍ଚ କମିଟିର!-->…
