Odia News Portal

୫ ବାଇକ୍ ଲୁଟେରା ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ପାଞ୍ଚ ଜଣ ବାଇକ୍ ଲୁଟେରା ଗିରଫ ହୋଇଛନ୍ତି । ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଏହି ଲୁଟେରା ଦଳ ସହର ଉପକଣ୍ଠରେ…

ରାହୁଳ ଗାନ୍ଧୀ ଛୁଟି କାଟିବାକୁ ଗଲେ ହିମାଚଳପ୍ରଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଦଳର ବିଜୟ ସହିତ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ କଷ୍ଟକର କାର୍ଯ୍ୟ ଥିଲା। ବିଶେଷ କରି ଏହି ୩ ରାଜ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ଜେଇ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌

କେନ୍ଦୁଝର : ଭିଜିଲାନ୍ସ ଜାଲରେ ଜେଇ । କେନ୍ଦୁଝର ବୈତରଣୀ ଇରିଗେସନ୍‌ ଡିଭିଜନର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଜେଇ ନନ୍ଦକିଶୋରଙ୍କ ଶାଳପଡ଼ାସ୍ଥିତ ସରକାରୀ ବାସଭବନ, କାର‌୍ୟ୍ୟାଳୟ ସହ ଘଷିପୁରା…

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ , ୪ ଦଫା ଦାବି ନେଇ ସୁରକ୍ଷା ସମିତି ପକ୍ଷରୁ ବନ୍ଦ ଡାକରା

ଅନୁଗୁଳ: ତାଳଚେରର ଅଣ୍ଡର ଗ୍ରାଉଣ୍ଡ କୋଇଲା ଖଣିରେ ବାଲି ଭର୍ତ୍ତି କରିବା, କୋଇଲା ଖଣି ଯୋଗୁଁ ଅଞ୍ଚଳରେ ଭଞଙ୍କର ପରିବେଶ ପ୍ରଦୂଷଣ ହେଉଥିବାରୁ ଲୋକଙ୍କୁ ଏହି ପ୍ରଦୂଷଣ ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ବିକଳପ ବ୍ୟବସ୍ଥା କରିବା ସହିତ ତାଳଚେର ମେଡିକାଲ କଲେଜକୁ ତୁର୪୍‌ତ କାର୍ଯ୍ୟକ୍ଷମ…

ଚାଷୀ ମୁଣ୍ଡରେ ଚଡକ ପକାଇଛି ଲଘୁଚାପଜନିତ ବର୍ଷା

କଳାହାଣ୍ଡି: 'ପେଥାଇ’ ପ୍ରଭାବରେ ରାଜ୍ୟ ସାରା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଚାଷୀକୂଳ ମୁଣ୍ଡରେ ହାତ ହେଇ ବସିଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଗତକାଲି ଅପରାହ୍ନ ଠାରୁ ଆରମ୍ଭ ହୋଇଥିବା ବର୍ଷାରେ ବ୍ୟାପକ ଫସଳ କ୍ଷୟକ୍ଷତି ହୋଇଛି । କ୍ଷେତରେ ଥିବା ଧାନ ଫସଲ ଏବେ ଗଜା…

ବିଜୁ ଶ୍ରମିକ ସମାବେଶରେ ଯୋଗ ଦେବାକୁ ନିମନ୍ତ୍ରଣ

ପାରାଦ୍ୱୀପ: ଆସନ୍ତା ଡିସେମ୍ବର ୨୩ ତାରିଖରେ ତୈଳ ବିଶୋଧନାଗାର ସମ୍ମୁଖରେ ଆୟୋଜିତ ହେବାକୁ ଥିବା ବିଜୁ ଶ୍ରମିକ ମହାସମାବେଶରେ ଯୋଗ ଦେବାକୁ ପାରାଦ୍ୱୀପର ବିଶିଷ୍ଟ ଶ୍ରମିକ ନେତା ତଥା ପାରାଦୀପର ୯ ଟି ବୃହତ ସଂଗଠନର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ସାଦର ନିମନ୍ତ୍ରଣ…

ଆର୍ଟ ଟ୍ରେଲ : କଳା, ସ୍ଥାପତ୍ୟ, କୀର୍ତ୍ତିରାଜିର ଉତ୍କର୍ଷ ପ୍ରତିଫଳନ

ଭୁବନେଶ୍ୱର () : ଭୁବନେଶ୍ୱର ସହରରେ ଦୀର୍ଘ ଏକ ମାସ ଧରି ଚାଲୁଥିବା କଳା ମହୋତ୍ସବ ଭୁବନେଶ୍ୱର ଆର୍ଟ ଟ୍ରେଲ୍ ୨୦୧୮ ଆଜି ଉଦଯାପିତ ହୋଇଅଛି । ଭୁବନେଶ୍ୱର ଆର୍ଟ ଟ୍ରେଲ୍ (ବ୍ୟାଟ୍) ଟିମ୍ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଗୁଆଝର କମ୍ପାଉଣ୍ଡରେ ଏହାର ଉଦଯାପନୀ ସମାରୋହର ଆୟୋଜନ କରାଯାଇଥିଲା ।…

ପ୍ଲାଷ୍ଟିକ ମୁକ୍ତ ସହର ପାଇଁ ବିଏମସିର ଦୀର୍ଘମିଆଦି ଯୋଜନା

ଭୁବନେଶ୍ୱର (): ଏକ ସ୍ୱତନ୍ତ୍ର ସହଭାଗିତା ଭିତ୍ତିରେ ବିଏମ୍ସି, ୟୁଏନ୍ଡିପି ଏବଂ ହିନ୍ଦୁସ୍ତାନ କୋକାକୋଲା ବେଭରେଜ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ରାଜିନାମା । ଭୁବନେଶ୍ୱରରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି…

ପ୍ରଣବ ଓ କିଶୋରଙ୍କୁ ସାବାସୀ

ଭୁବନେଶ୍ବର () ସୁରଟ ଓଡିଆ ସମ୍ମିଳନୀର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ କିଶୋର ତରାଇଙ୍କୁ ସାବାସୀ ଦେଇଛନ୍ତି । ସୁରଟରେ ଓଡିଆ ସମ୍ମିଳନୀରେ ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସୁରଟରେ ପ୍ରାୟ 7 ଲକ୍ଷ ଓଡିଆ କାମ କରୁଛନ୍ତି ।…

କ୍ୟାନ୍ସଠୁ ବି ମୁକ୍ତି କରାଏ କାଙ୍କଡ,ଜାଣନ୍ତୁ…

କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଏହି ପରିବାରେ ରହିଥିବା ପୋଷକ ତତ୍ତ୍ବ, ଆଣ୍ଟି ଆଲର୍ଜି ଏବଂ ଏନଲୋଜିସିକ ଗୁଣ ଶରୀରକୁ ଥଣ୍ଡା କାଶରୁ ରକ୍ଷା କରିବା ସହ…