Odia News Portal

ହାଇକୋର୍ଟ ବେଞ୍ଚ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ସାମିଲ ହେଲା ବିଜେଡି ଓ କଂଗ୍ରେସ

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି କୋରାପୁଟରେ ବନ୍ଦ ପାଳନ ହେଉଛି । ସମର୍ଥନ ଜଣାଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେବେ ବୋଲି ଜଣାପଡିଛି । ଦୀର୍ଘ ୧୨ ଦିନର କାର୍ୟ୍ୟ ବନ୍ଦ ଆନ୍ଦୋଳନ ପରେ ଅବିଭକ୍ତ କୋରାପୁଟ ଜିଲ୍ଳା, ରାୟଗଡ଼ା, ନବରଂଗପୁର, କୋରାପୁଟ ଓ…

ବିନୋଦ ଖାନ୍ନାଙ୍କ ପତ୍ନୀ ଗୀତାଞ୍ଜଳୀଙ୍କ ମୃତ୍ୟୁ

ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କ ମୃତ୍ୟୁର ମାତ୍ର ଏକ ବର୍ଷ ପରେ ତାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳୀଙ୍କର ଡିସେମ୍ବର ୧୫ ତାରିଖ ରବିବାର ମୃତ୍ୟୁ ଘଟିଛି। ରହୁଲ୍ ଖାନ୍ନା ଏବଂ ଅକ୍ଷୟ ଖାନ୍ନାଙ୍କ ମାଆ ଗୀତାଞ୍ଜଳୀଙ୍କର ଦୃଦ୍ରୋଗରେ ମୃତ୍ୟୁ ଘଟିଛି। ଜଣେ ସାମ୍ବାଦିକଙ୍କ ଟୁଇଟର୍ ଆକାଉଣ୍ଟ୍ରେ…

ବିରାଟ ସବୁଠାରୁ ଅଭଦ୍ର ଖେଳାଳି : ନସିରୁଉଦ୍ଦିନ

କ୍ରିକେଟର ବିରାଟ କୋହଲିଙ୍କୁ କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । କାହିଁକିନା ସେ ଫ୍ୟାନଙ୍କୁ ଭାରତ ଛାଡି ଚାଲିଯିବାକୁ କହିଥିଲେ । ବିରାଟ ଏହି କଥା ଏକ ପ୍ରମୋଶନାଲ ଭିଡିଓରେ କହିଥିଲେ । ସେ କହିଥିଲେ କି, ଯଦି ତାଙ୍କୁ ଭାରତୀୟ ଖେଳାଳୀଙ୍କ ତୁଳନାରେ ବିଦେଶୀ ଓ…

ଏଥର ଶିଶିର ସରସ ମେଳା: ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର:  ଗ୍ରାମୀଣ ଉତ୍ପାଦକ, ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମା (ଓଡିଶା ରୁରାଲ ଡେଭେଲପମେଂଟ ଆଣ୍ଡ…

୫ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ

ଝାରସୁଗୁଡ଼ା: ୫ ହଜାର ଟଙ୍କା ଲାଞ୍ଚ ନେଇ ଫଶିଗଲେ ସିଡିଏମ୍‌ଓ । ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଷାରାଣୀ ଦାସ। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବା ପାଇଁ ଉଷାରାଣୀ ଦେବାନନ୍ଦଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଦେବାନନ୍ଦ ଭିଜିଲାନ୍ସ…

ଅଷ୍ଟ୍ରେଲିଆଠାରୁ ୧୪୬ ରନ୍‌ରେ ଭାରତ ପରାସ୍ତ: ୧-୧ରେ ସିରିଜ୍‌ ବରାବର କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିୟା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ବିଜୟ ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୪ଟିକିଆ ସିରିଜ୍‌କୁ ୧-୧ରେ ବରାବର କରିଛି।ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ…

ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ‘ପେଥାଇ’ ଦେଲା ଚାଷୀଙ୍କୁ ଦୁଃଖ

ଚିକିଟି: ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । ଲୋକେ ବିଲ ର ଧାନକୁ ପାଣିରୁ ବାହାର କରିଥିବା ଦେଖି ବାକୁ ମିଳୁଛି ।…

ଅର୍ଜୁନଙ୍କ ସହ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଡିସେମ୍ବର ୧୮ରେ ସେ ଜନ୍ମଗ୍ରହଣ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍‌ ମେଁ ନିକଲା ହୋଗା ଚାନ୍ଦ୍‌ ଆଦି ସିରିଏଲ୍‌ରେ ଭଲ…

୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀଙ୍କ ପଛରେ ପକେଇଲେ ଏହି ସୁନ୍ଦରୀ ନାରୀ

୨୦୧୮ ବର୍ଷ ପାଇଁ ମିସ୍ ୟୁନିଭର୍ସ ବିଜୟିନୀ ହେଲେ ମିସ୍ ଫିଲିପିନ୍ସ କାଟ୍ରିଓନା ଗ୍ରେ। ୯୩ଟି ଦେଶରୁ ଆସିଥିବା ପ୍ରତିଯୋଗିନୀ ମାନଙ୍କୁ ଟପି ଫିଲିପିନ୍ସର ଏହି ସୁନ୍ଦରୀ ନାରୀ ମିସ୍ ୟୁନିଭର୍ସ ଟାଇଟଲ ଜିଣିଛନ୍ତି। ମିସ୍ ୟୁନିଭର୍ସ ହେବା ଖାଲି ସୌନ୍ଦର୍ଯ୍ୟର ବିଷୟ ନୁହେଁ, ଦରଦୀ, ବିଦୂଷୀ ଏବଂ…

ମଧ୍ୟପ୍ରଦେଶ ପରେ ଛତିଶଗଡରେ ଚାଷୀଙ୍କୁ ଖୁସ୍ କରିଦେଲା କଂଗ୍ରେସ

କଥା ରଖିଲା କଂଗ୍ରେସ । ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସରକାର ଗଢୁ ଗଢୁ କୃଷି ଋଣ ଛାଡ କଲେ ଭୁପେଶ ବାଘେଲ ସରକାର । ମୁଖ୍ୟମନ୍ତ୍ରୀ ପଦର  ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ନେଇ ଘୋଷଣା କରିଛନ୍ତି ଭୁପେଶ ବାଘେଲ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ପ୍ରଥମ…