#me too କୁ ନେଇ ୧୧ ମହିଳା ନିର୍ଦ୍ଦେଶକଙ୍କ ସ୍ୱର ଉତ୍ତୋଳନ
ମି ଠୁ କ୍ୟାମ୍ପେନ ପ୍ରକ୍ରିୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲଉଡର ବଡ ବଡ ହସ୍ତୀଙ୍କ ନାଁରେ ଯୌନ ନିର୍ୟାତନା ଅଭିଯୋଗ ଆସିଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ…
