ପାଇଖାନାରେ ଦଶ ବର୍ଷର ଜୀବନ, ପକ୍କାଘର ଆଶା ମଉଳିଛି
କୋରାପୁଟ: ପାଇଖାନାରେ ରହୁଛନ୍ତି ଯୋଗେନ୍ଦ୍ର। ପୁଣି ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ଏହା ତାଙ୍କ ସ୍ଥାୟୀ ଠିକଣା ପାଲଟିଛି। ଏହି ପାଇଖାନା ଭିତରେ ତାଙ୍କ ତିନି ପ୍ରାଣୀର କୁଟୁମ୍ବ ଖାଉଛନ୍ତି, ରହୁଛନ୍ତି, ଶୋଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଟକି ରହିଥିବା ତାଙ୍କର ହଜାରେ…
