Odia News Portal

ହକି ବିଶ୍ୱ କପ୍‌ରେ ‘ଓଲି’ ମନ ତଳର ବେଦନା

ଦେଖିବାକୁ ଭାରି କ୍ୟୁଟ୍‌ । ସମସ୍ତେ ତା ସହିତ ଖେଳନ୍ତି । ଏବେ ହକି ବିଶ୍ୱ କପ୍‌ରେ ସେ ହେଛି ସମସ୍ତଙ୍କ ଆଦରର ପାତ୍ର । ସେ ହେଉଛି ଓଡ଼ିଶା ହକି ବିଶ୍ୱ କପ୍‌ର ମାସ୍କଟ୍‌ ଓଲି । ବିଶ୍ୱ କପ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଚାର ପାଇଁ ବିଭିନ୍ନ ଜିଲ୍ଲା ବୁଲିଥିଲା । ଏବେ ଭୁବନେଶ୍ୱର କଳିଙ୍ଗ…

ମହଙ୍ଗା ପଡ଼ିଲା ଅଶ୍ଳୀଳ କମେଣ୍ଟ, ଟିଭି ଅଭିନେତ୍ରୀଙ୍କୁ କ୍ଷତିପୂରଣ ମିଳିଲା ୬୮ କୋଟି ଟଙ୍କାରୁ ଅଧିକ

ନ୍ୟୁୟର୍କ : ଅଭିନେତାଙ୍କ ଅଶ୍ଳୀର କାରନାମା ଭାରି ମହଙ୍ଗା ପଡ଼ିଛି ଆମେରିକାର ଏକ ଟେଲିଭିଜନ୍‌ ନେଟ୍‌ଓ୍ଵାର୍କକୁ । ଜଣାଣୁଣା ଟେଲିଭିଜନ୍‌ ନେଟ୍‌ଓ୍ଵାର୍କ ସିବିଏସ୍‌ ତାର ଧାରାବାହିକ ‘ବୁଲ୍‌’ରେ ଅଭିନୟ କରିଥିବ ଏଲିଜା ଡୁସକୁଙ୍କୁ ୯.୫ ନିୟୁତ ଡଲାର ବା ୬୮ କୋଟି ୩୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ…

ଆଜି ହକି ବିଶ୍ୱ କପ୍‌ ଫାଇନାଲ୍‌ରେ ନେଦରଲାଣ୍ଡସ୍‌-ବେଲଜିୟମ୍‌ ମୁକାବିଲା

ଭୁବନେଶ୍ୱର: ସଂଘର୍ଷର ଶେଷ ସୀମାରେ ପହଞ୍ଚିଥିଲା ଓଡ଼ିଶା ହକି ବିଶ୍ୱ କପ୍‌ର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ । ନିର୍ଦ୍ଧାରିତ ସମୟ ଭିତରେ ୨-୨ । ପୁଣି ପେନାଲଟି ସୁଟ୍‌ ଆଉଟ୍‌ରେ ୩-୩ ଗୋଲ୍‌ କରି ସମାନ ସ୍ଥିତିରେ ରହିଥିଲେ । ତେଣୁ ବିଜେତା ନିର୍ଣ୍ଣୟ ପାଇଁ ସଡନ୍‌ ଡେଥ୍‌ ହେଲା । ଏଥିରେ…

ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ

ଭୁବନେଶ୍ବର: ଓଡିଶା ବିଶ୍ୱକପ ହକି ସଫଳ ହେବାପରେ ହକି ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଲା ଆନ୍ତର୍ଜାତିକ ହକି ଫେଡେରେସନ । ଆସନ୍ତା ବର୍ଷ ଠାରୁ ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନିରେ ସୂଚନା…

ଛତିଶଗଡ଼: କିଏ ହେବେ ମୁଖ୍ୟମନ୍ତ୍ରୀ ? ଜାରି ରହିଛି ସସପେନ୍ସ

ଛତିଶଗଡ଼: କିଏ ହେବେ ମୁଖ୍ୟମନ୍ତ୍ରୀ ? ଅଙ୍କ ଛିଡୁନି । ଜାରି ରହିଛି ସସପେନ୍ସ । ଆଜି ଏହାର ଅନ୍ତ ହେବ ବୋଲି ଆଶା କରାଯାଉଛି । ଗତକାଲି ରାହୁଲଙ୍କ ମାରଥନ ବୈଠକ ସତ୍ତ୍ୱେ କୌଣସି ନାଁରେ ମୋହର ବାଜି ନାହିଁ । ଆଜି ଦିନ ୧୨ଟାରେ ପୁଣି ବୈଠକ ହେବ । ଏହି ବୈଠକ ପରେ ନାଁ ଘୋଷଣା କରାଯିବ ବୋଲି…

ସଂଗ୍ରାମୀ ନବୀନ : ଚାଷୀଙ୍କ ପାଇଁ ଦିଲ୍ଲୀ ଚଲୋ ଅଭିଯାନ

ଭୁବନେଶ୍ବର () ଖୁବଶୀଘ୍ର ବିଜେଡିର ଦିଲ୍ଲୀ ଚଲୋ ଅଭିଯାନ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ଦିଲ୍ଲୀରେ ପ୍ରତିବାଦର ସ୍ବର ଜୋରଦାର କରିବ । ଏଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟ ସରକାର ବାରମ୍ବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ…

କାହିଁକି ପୁରୁଷମାନେ ମହିଳାଙ୍କୁ ଚାହିଁଥାନ୍ତି ? କାରଣ ଜାଣନ୍ତୁ

ମହିଳାମାନେ ନିଜ ହିସାବରେ ପୁରୁଷ ମାନଙ୍କୁ ଆକର୍ଷିତ କରିନିଅନ୍ତି । ବେଳେ ବେଳେ ବିନା କୌଣସି କାରଣରେ ମଧ୍ୟ ମହିଳାମାନଙ୍କର ଯାଦୁ ପୁରୁଷମାନଙ୍କ ଉପରେ ଚାଲିଯାଇଥାଏ । ପୁରୁଷମାନଙ୍କୁ ମହିଳାମାନଙ୍କର କିଛି ନା କିଛି ଆକର୍ଷିତ କରିଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି ପ୍ରାୟତଃ ପୁରୁଷମାନେ…

କାହିଁକି ଦୀପିକା ଚୁମ୍ବନ ପାଇଁ କହିଲେ ‘ଛି’ ଜାଣନ୍ତୁ …

ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଗତ ନଭେମ୍ବର ୧୪ ଓ ୧୫ ତାରିଖରେ ବିବାହ କରିଛନ୍ତି। ସେମାନେ ବିବାହ ପରେ ହନିମୁନ୍ରେ ଯାଇନାହାନ୍ତି। ଏ ସଂପର୍କରେ ଦୀପିକା କହିଛନ୍ତି ଯେ, ରଣବୀରଙ୍କ ନୂଆ ସିନେମା ‘ସିମ୍ବା’ରିଲିଜ୍ ହେବା ପରେ ଦୁହେଁ ଏ ସଂପର୍କରେ ଚିନ୍ତା କରିବେ। ତେବେ ବିବାହ ପରେ ଦୀପିକା…

ତିତଲି ସହାୟତାରେ ବିଳମ୍ବ, ବିଜେଡି ଉଠାଇଲା କେନ୍ଦ୍ରୀ ଅବହେଳା ଅଭିଯୋଗ

ଭୁବନେଶ୍ବର () ଓଡିଶା ସହ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଅନ୍ୟ ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ମିଳୁଛି, ଅଥଚ ଓଡିଶାକୁ ମିଳୁନି । ଓଡିଶା ପ୍ରତି ବର୍ତ୍ତମାନର କେନ୍ଦ୍ର ସରାକରଙ୍କ ଏଭଳି ମନୋବୄତିକୁ ନେଇ ସବୁଠି ପ୍ରଶ୍ନ। ରାଜ୍ୟ ସରକାର ଓ ନିଜେ ମୁଖ୍ୟମନ୍ତ୍ରୀ ନବୀନ…

ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍‌

ଭୁବନେଶ୍ୱର: କ୍ରିକେଟ୍‌ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚ୍ଚିନ୍‌ ତେନ୍ଦୁଲକର ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ। ଏ ସଂପର୍କରେ ଆଜି ଖୋଦ୍‌ ସଚିନ୍‌ ଟ୍ୱିଟ୍‌ କରି ଜଣାଇଛନ୍ତି। ତେବ‌େ ଏହି ଖବର…