ଇତିହାସ ରଚିଲେ ସିନ୍ଧୁ, ୧୪ତମ ଟାଇଟଲ
ଚୀନ: ଇତିହାସ ରଚିଲେ ପିଭି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇଲାନରେ ବିଜୟୀ ହୋଇଛନ୍ତି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇନାଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ । ରବିବାର ଖେଳା ଯାଇଥିବା ଫାଇନାଲରେ ମହିଳା ଏକକ ବର୍ଗରେ ସିନ୍ଧୁ ଚାମ୍ପିଅନ ହୋଇଛନ୍ତି । ଜାପାନର ନୋଜୋମୀ ଓକୁହାରଙ୍କୁ ସିଧା…
