Odia News Portal

ସେଲଟର ହୋମରେ ନିର୍ଯାତନା

ଢେଙ୍କାନାଳ ସଦର ବେଲଟିକିରି ଠାରେ ଥିବା ସେଲଟର ହୋମରେ ଯୌନ ନିର୍ଯାତନା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲା ଶିଶୁମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ସେଲଟର ହୋମ ଉପରେ ଚଢଉ କରାଯାଇଛି । ଏଠାରେ ଅନ୍ତେବାସିନୀଙ୍କ ପ୍ରତି ସେଲଟର ହୋମର ସତ୍ୱାଧିକାରୀ ଓ କେୟାର ଟେକରଙ୍କ ପକ୍ଷରୁ…

ବାବା ରାମଦେବଙ୍କୁ ସୁପି୍ରମକୋର୍ଟ ନୋଟିସ

ରାମଦେବଙ୍କ ଉପରେ ଲେଖାଯାଇଥିବା ବହି କାହିଁକି ପବ୍ଲିଶ ହେବନାହିଁ, ତା’ର ଜବାବ ରଖିବାକୁ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କୁ ନୋଟିସ୍ କରିଛନ୍ତି। ଜଣେ ପବ୍ଲିଶର ରାମଦେବଙ୍କ ଉପରେ ଲେଖାଯାଇଥିବା ଏକ ବହିକୁ ଉନ୍ମୋଚନ କରିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୨୯ରେ…

ବିଦେଶ ପଳାଇଲେ ମାଓ ନେତା ଗଣପତି

ମାଓ ନେତା ଗଣପତି ବିଦେଶ ପଳାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ ନେପାଳ ବାଟ ଦେଇ ଫିଲିପାଇନ୍ସ ପଳାଇଥିବା ସନେ୍ଦହ କରାଯାଉଛି । ଛତିଶଗଡ ବସ୍ତର ଡିଆଇଜି ରତନ ଲାଲ ଡାଙ୍ଗି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ କିଛି ଦିନହେଲା ଗଣପତି ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟଗତ କାରଣରୁ…

କହିଁପେ ନିଗାହେଁ, କହିଁପେ ନିଶାନାରେ ଧର୍ମେନ୍ଦ୍ର

ବିଜେପିରେ ଯୋଗଦାନ ତରବରିଆ ଓ ଭୁଲ ନିଷ୍ପତ୍ତି ଥିଲା କେନ୍ଦ୍ର ଓ ରାଜ୍ୟ ନେତୃତ୍ବରେ ଓଡିଶା ସ୍ବାର୍ଥ ସହ ସଂପର୍କ ନାହିଁ ମିଶନ 120 ପ୍ଲସ ଏକ ମିଛ ଆସ୍ଫାଳନ ଭୁବନେଶ୍ବର () ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବିଜେପିରୁ ଇସ୍ତଫା ଦେଲେ ଦୁଇ ତୁଙ୍ଗ ଓ ଚର୍ଚ୍ଚିତ ନେତା । ବିଧାୟକ ପଦରୁ…

ସୁରକ୍ଷିତ ସୂର୍ଯ୍ୟର୍ ମନ୍ଦିର

କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଦିଲ୍ଲୀ ଠାରେ କୋଣାର୍କ ମନ୍ଦିରର ସୁରକ୍ଷା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ବୈଠକ ଶେଷରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏ ସମ୍ପର୍କରେ…

ରିଲିଫ ଟ୍ରକ ଓଲଟି ୩ ମୃତ

ଆର ଉଦୟଗିରି ଥାନା ବାଦପୁର ଘାଟିରେ ଏକ ୧୦ ଚକିଆ ଟ୍ରକ ଓଲଟି ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରକଟି ରିଲିଫ ସାମଗ୍ରୀ ନେଇ ପାରଳାଖେମୁଣ୍ଡିରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

ମହାବନ୍ଦ ର ଦ୍ୱିତୀୟ ଦିନରେ ୫ ଜିଲ୍ଲା ପ୍ରଭାବିତ

ହାଇକୋର୍ଟ ବେଂଚ ପ୍ରତିÂା ଦାବିରେ ପଶ୍ଚିମ ଓଡିଶା ମହାବନ୍ଦ ଡାକରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଫଳରେ ଏଥିରେ ୫ଟି ଜିଲ୍ଲା ପ୍ରଭାବିତ ହେବା ସହିତ ୧୨ ରୁଟରେ ରେଳ ଚଳାଚଳ ଠପ ହୋଇଯାଇଛି । ବ୍ୟବସାୟ ପ୍ରତିÂାନ ଗୁଡିକ ବନ୍ଦ ହେବା ଫଳରେ କାରବାର ମଧ୍ୟ ମାନ୍ଦା ପଡିଛି । ସମ୍ବଲପୁର,…

ଦଳ ପରିତ୍ୟକ୍ତ ନୂଆ ଦଳ ସନ୍ଧାନରେ

ଭୁବନେଶ୍ବର () ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏଥିସହିତ ଦିଲ୍ଲୀପ ରାୟ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ସହ ରାଉଲକେଲା ଆସନଟି ଖାଲି ପଡିବା…

ଲୋକଙ୍କ ଭବାବେଗରେ ନବୀନ : ବିରୋଧୀ ଜଳକା

ଭୁବନେଶ୍ବର () : ବିଜେପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ଦଳ ଯେଭଳିଭାବେ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି ତାହା ଏବେ ବିରୋଧିଙ୍କୁ ଚିନ୍ତାରେ ପକାଇଛି । ଏହି ଧାରା ବଜାୟ ରହିଲେ ଲୋକଙ୍କ ନିକଟକୁ ଯିବା କଷ୍ଟକର ହୋଇପଡିବ ବୋଲି ବିରୋଧି ବିଜେପି ଓ କଂଗ୍ରେସ ନେତାମାନେ ଖୋଲା ମତ ଦେଉଛନ୍ତି ।…

ବିଜେପିରୁ ଦିଲୀପ ରାୟଙ୍କ ଇସ୍ତଫା

ଆସନ୍ତା କାଲି ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟ ବିଜେପି ଦଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ସେ ତାଙ୍କର ଇସ୍ଥଫା ଦେବା ପରେ କେଉଁ ଦଳରେ ବିଶିବେ ତାହା ଘୋଷଣା କରିନଥିଲେ ମଧ୍ୟ ସେ ଖୁବ ଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣି…