ଯୁବ ଶକ୍ତିର ନୂଆ ମନ୍ତ୍ର ନବୀନ
ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଗୋଷ୍ଠିର ନୂଆ ୟୁଥ ଆଇକନ । ମେକ ଇନ ଓଡିଶାରୁ ହକି ବିଶ୍ବକପ, ସବୁଠି ନବୀନଙ୍କ ଫୋକସରେ ୟୁଥ ବା ଯୁବ ଗୋଷ୍ଠି । ସବୁ କ୍ଷେତ୍ରରେ ଯୁବ ଗୋଷ୍ଠିକୁ ପ୍ରାଧାନ୍ୟ । ନିଜ ଟିମରେ ଯୁବ ପ୍ରଶାସକଙ୍କ ସହ ବିଜେଡିରେ ଯୁବ ନେତା ଏବଂ ରାଜ୍ୟର ବିକାଶରେ…
