Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଏକ ସୁନ୍ଦର ମୂହୁର୍ତ୍ତ ଥିଲା

ଭୁବନେଶ୍ୱର ଠାରେ ଅନୁÂିତ ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ଅଭିନେତା ସାରୁକ ଖାଁ ତାଙ୍କ ଟୁଇଟରେ ହକି ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ଚକ ଦେ ଇଣ୍ଡିଆ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଉସ୍ôବରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା…

ଓଡିଶାକୁ ଧନ୍ୟବାଦ ଦେଲେ ମାଧୁରୀ

ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଟୁଇଟରେ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ନେହଶ୍ରଦ୍ଧା ପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡିଶାରେ ଅନୁÂିତ ହେଉଥିବା…

ମୁତ୍ୟୁଦଣ୍ଡକୁ କାଏମ ରଖିଲେ ସୁପି୍ରମକୋର୍ଟ

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭାରତରେ ମୃତ୍ୟୁ ଦଣ୍ଡ ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟରେ ବହୁମତ ମିଳିବା ପରେ, ମୃତ୍ୟୁ ଦଣ୍ଡକୁ କାଏମ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି କୁରିୟନ ଜୋସେଫ ଏହି…

ନବୀନ ଓଡିଶା ଦେଖି ବିଶ୍ୱ ବିମୋହିତ

ବିଶ୍ୱର ତିନୋଟି ଶ୍ରେÂ ହକି ଷ୍ଟାଡିୟମ ମଧ୍ୟରୁ କଳିଙ୍ଗ ଅନ୍ୟତମ ହେବ ଭୁବନେଶ୍ବର ()  ବେଶ ଧୁମଧାମ ଏବଂ ଉତ୍ସାହ ଉଦ୍ଦିପାନା ମଧ୍ୟରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପ 2018 । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଧକ୍ଧକ୍ ଗ୍ରାର୍ଲ ମାଧୁରୀ ଦିକ୍ଷିତ ଓ ବିଶିଷ୍ଟ ସଂଗୀତଜ୍ଞ ଏ.ଆର…

ଶୁଭିବନି ଆଉ ଅଜିଜଙ୍କ କଣ୍ଠସ୍ୱର

୬୪ ବର୍ଷୀୟ ଅଜିଜ୍ ଆଜି ମଧ୍ୟାହ୍ଣରେ ହୃଦଘାତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ। ଆଜି ସକାଳୁ ସେ…

ଏହି ଜିନିଷରୁ ଦୂରେଇ ରୁହନ୍ତୁ,ନଚେତ…

ଆଜିର ଯୁବ ପିଢ଼ି କୋଲଡ ଡ୍ରିଙ୍କସ ପ୍ରିୟ । ତେବେ ଏହି ସଉକ ଶରୀର ପାଇଁ ଭୀଷଣ କ୍ଷତିକାରକ । ବିଳାସପୁର ବିଶ୍ବବିଦ୍ୟାଳୟର ଖାଦ୍ୟ ପ୍ରକ୍ରିୟା କରଣ ବିଭାଗ ବିଶେଷଜ୍ଞଙ୍କ ମତରେ ଏଥିରୁ ଡାଇବେଟିଜ୍, ବ୍ଲଡପ୍ରେସର ଓ ହ୍ଦଜନିତ ରୋଗ ହେବାର ଅଶଙ୍କା ରହିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଗ୍ୟାସ…

#ମିଠୁ: ସାଜିଦଙ୍କ ନାଁରେ ଲାରାଙ୍କ ଅଭିଯୋଗ

ମୁହଁ ଖୋଲିଛନ୍ତି ଲାରା ଦତ୍ତା। ଲାରା ତାଙ୍କ ସ୍ୱାମୀଙ୍କ ସହ ବାଣ୍ଟିଥିବା କଥାକୁ ସ୍ୱାମୀ ମହେଶ ଭୂପତି ନିକଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ୨୦୧୦ ମସିହାରେ ହାଉସ୍ଫୁଲ୍ ଚଳଚ୍ଚିତ୍ର ସୁଟିଂ ସମୟରେ ସଜିଦ୍ ଖାନ ଲାରାଙ୍କ ସହ-କଳାକାରଙ୍କ ପ୍ରତି ଖୁବ୍ ରୁକ୍ଷ ଓ ଅଶ୍ଳୀଳ ଆଚରଣ ପ୍ରଦର୍ଶନ…

ବାର ନେଇ କରନ୍ତୁ କାମ

ଗ୍ରନ୍ଥ ଅନୁସାରେ ସପ୍ତାହର ସାତ ଦିନର ଗ୍ରହ ସ୍ବାମୀ ଅଲଗା ଅଲଗା ଥାନ୍ତି । ଆଉ ସେମାନଙ୍କୁ ପ୍ରସନ୍ନ କରିବାର ଉପାୟ ମଧ୍ୟ ଭିନ୍ନ ଭିନ୍ନ । ଏବେ ନଜର ପକାନ୍ତୁ କେଉଁ ଦିନ କେଉଁ ଉପାୟ କରିବେ । ରବିବାର : ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରିଥାନ୍ତି ରବିବାରର ଅଧିପତି ଦେବତା । ତେଣୁ ସୂର୍ୟ୍ୟ…

ଓଡିଶାରେ ବାଦଶାହ

ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରିହର୍ସାଲ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଅଣାଯିବ ।ତେବେ ରିହର୍ସାଲ୍ ପରେ ଭ୍ୟାନିଟ୍ ଭ୍ୟାନରେ…

ଠକେଇ ଅଭିଯୋଗରେ ଜେଲ ଗଲେ ବିଲଡର

ଘର ଦେବାପାଇଁ କହି ଲୋକଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗରେ ଦୁଇଜଣ ବିଲଡରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ତ୍ରିପୁରୀ ଏଣ୍ଟର ପ୍ରାଇଜର୍ସର ମାଲିକ ଶିବଦତ୍ତ ନାୟକ ଓ ଆନନ୍ଦ ସାହୁଙ୍କୁ ୭ବର୍ଷ ଜେଲ ଓ ୨ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏହି ଜରିମାନା ଅର୍ଥରୁ ୪ଲକ୍ଷ ଟଙ୍କା…