ମାଙ୍କୁ ମେଲାଣୀ
ଶିବେ ସର୍ବାଥ ସାଧିକେ
ଶରଣ୍ୟେ ତ୍ରୟମ୍ବକେ ଗୌରୀ
ନାରାୟଣୀ ନମସ୍ତୁତେ
ଭୁବନେଶ୍ବର () : ଯେତିକି ଧୁମଧାମରେ ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କ ଧରାବତରଣ, ସେତିକି ଉତ୍ସାହ ଓ ଉଦ୍ଦୀପନାରେ ମାଙ୍କୁ ବିଦାୟ ଦେଇଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଦେବୀ ପୀଠରେ ନବଦିନାଙ୍କ ପୂଜା କରାଯାଇଥିବା…
