ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ବାଇକ ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି କେଉଁଝର ଜିଲ୍ଲା ଆନନ୍ଦପୁର ଓ କରଞ୍ଜିଆ ରାସ୍ତାର ସାତକୋଶିଆ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ପଶି ଗାଁର ପାଣ୍ଡୁ ମୁଣ୍ଡା ସରଳା।
ପାଣ୍ଡୁ ମୁଣ୍ଡା ଓ ଶୀତଳ ବିନ୍ଧାଣି ଗୋଟିଏ ବାଇକରେ!-->!-->!-->…
