Odia News Portal

ଅପରାଜିତାଙ୍କ ବିରୋଧରେ ଖୋର୍ଦ୍ଧାରେ ମେଳି, ଭୁବନେଶ୍ୱରରେ ବିରୋଧ

ଅପରାଜିତାଙ୍କ ବିରୋଧରେ ଖୋର୍ଦ୍ଧାରେ ମେଳି, ଭୁବନେଶ୍ୱରରେ ବିରୋଧ । ଅପରାଜିତାଙ୍କ ବିରୋଧରେ ଆହୁରି ତେଜିଲା ଅସନ୍ତୋଷ। ଭୁବନେଶ୍ବର ଓ ବେଗୁନିଆ ପରେ ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱ ନେଇ ଗତ

ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗତକାଲି ଭଳି ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଶ୍ଚିମ ଦ୍ୱାର ଦେଇ ଯିବା ପାଇଁ ଭକ୍ତଙ୍କ ଗହଳି ଜମିଛି। ଗୋପାଳବଲ୍ଲଭ ନୀତି ଯୋଗୁ ଏବେ ଦର୍ଶନ ବନ୍ଦ ରହିଛି। ତେଣୁ ଶ୍ରୀମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ଗତକାଲି ମଧ୍ୟ

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଧିରେ ଧିରେ ବିଜେଡିକୁ ବାଏ କହୁଛନ୍ତି ହେଭିୱେଟ୍ ନେତା । ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି । ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ଚିଠି । କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ

ମା ସମଲେଇଙ୍କୁ ଦର୍ଶନ କଲେ ପ୍ରଣବ

ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ ଶୁକ୍ରବାର ବବି ସମ୍ବଲପୁରକୁ ପ୍ରଥମ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ

କଂଗ୍ରେସକୁ ୧୭୦୦କୋଟି ଟଙ୍କାର ରିକଭରି ନୋଟିସ ପଠାଇଲା ଆୟକର ବିଭାଗ

କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା । ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି।

ସିମେଣ୍ଟ ବୋଝେଇ ଟ୍ରକ୍ରୁ ସିମେଣ୍ଟ ଲୁଟପାଟ୍ ଘଟଣା : ୩ ଅଭିଯୁକ୍ତ ଗିରଫ

ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଗାଡ଼ିରୁ ସିମେଣ୍ଟ ବସ୍ତା ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ୧୯୦ ବସ୍ତା ଚୋରି ସିମେଣ୍ଟ ଉଦ୍ଧାର କରିଛି ଚାନ୍ଦପୁର ପୋଲିସ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କେରଣ୍ଡାଟାଙ୍ଗୀ ଗାଁ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍

ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ

ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ ଭୁବନେଶ୍ୱର ଆସନରୁ ଅପରାଜିତା ଟିକେଟ ପାଇବା ପରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ଲିଙ୍ଗରାଜ ମନ୍ଦିର

 ପୁଣି ଛଅଟି ଆସନର ପ୍ରାର୍ଥୀ ଘୋଷଣା 

ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଯେଉଁ ଛଅଟି ଆସନର ପ୍ରାର୍ଥୀ ଘୋଷଣା ହୋଇଛି ସେମାନେ ହେଲେ.. ପୁରୀ- ଅରୂପ ପଟ୍ଟନାୟକ କନ୍ଧମାଳ- ଅଚ୍ୟୁତ ସାମନ୍ତ କଟକ-

ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର

ଖୁଣ୍ଟା ପୋଲିସ ଦ୍ବାରା ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର | ସୂଚନା ଅନୁସାରେ ଖୁଣ୍ଟା ଅଞ୍ଚଳର ଜଣେ ନିଖୋଜ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି | ଖୁଣ୍ଟା ପୋଲିସ ଦ୍ବାରା ନାବାଳିକା ରାଇରଙ୍ଗପୁର ଉଦ୍ଧାର ହୋଇଥିବା ସୂଚନା ମିଳିଛି। ତେବେ ନାବାଳିକା ନିଖୋଜ ନେଇ ଖୁଣ୍ଟା