ବିଜେପିର ବିଜୟ ସଂକଳ୍ପ ସମାବେଶ; ନୂଆପଡ଼ା ଦେଖିବ ବିକାଶର ଗତି: ମୁଖ୍ୟମନ୍ତ୍ରୀ
ନୂଆପଡ଼ା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡ଼ା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେପି ପରିବାରରେ ସାମିଲ ହୋଇଛନ୍ତି ବୋଲି…
