କିଏ ହେବେ ମୁଖ୍ୟମନ୍ତ୍ରୀ? ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ
କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଜେପି ସରକାର ଗଠନ କରିବାକୁ ରାଜ୍ୟରେ ବହୁମତ ପାଇଥିଲେ ହେଁ ଏଯାଏ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏହା ଉପରୁ ପରାଦ ହଟାଇବାକୁ ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ଆରମ୍ଭ ହୋଇଛି ବିଧାୟକ ଦଳ ବୈଠକ।
ବୈଠକରେ!-->!-->!-->…
