Odia News Portal

ଟିଏମସିର ଦାବି: ଯୋଗାଯୋଗରେ ଅଛନ୍ତି ବିଜେପିର ୩ ସାଂସଦ, ମନା କଲା ଦଳ

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଦାବି କରିଛି ଯେ ବିଜେପିର ୩ ଜଣ ସାଂସଦ ଦଳର ଯୋଗାଯୋଗରେ ରହିଛି। ଟିଏମସି ଲୋକସଭା ନିର୍ବାଚନରେ ୨୯ଟି ଓ ବିଜେପି ୧୨ଟି ଆସନ ଜିତିବା ପରେ ଏପରି ଖବର ସାମ୍ନାକୁ ଆସିଛି। କିନ୍ତୁ ଟିଏମସର ଏପରି ଦାବିକୁ ବିଜେପି ଖଣ୍ଡନ କରିଛି। ଦାବିରେ କୌଣସି ସତ୍ୟତା ନଥିବା

୧୦ରେ ଜନତା ମଇଦାନରେ ଶପଥ ସମାରୋହ: ପ୍ରସ୍ତୁତି ଆରମ୍ଭ, ଶପଥ ନେବ ରାଜ୍ୟର ପ୍ରଥମ ବିଜେପି ମନ୍ତ୍ରିମଣ୍ଡଳ

ବିଜେଡିକୁ ଶକ୍ତ ଝଟକା ଦେଇ ବିପୁଳ ବିଜୟ ହାସଲ କରିଥିବା ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ନିଜର ସରକାର ଗଢ଼ିବାକୁ ଯାଉଛି । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ । ଆଜି ଏନେଇ ସରକାରୀ ଭାବେ ବରିଷ୍ଠ

କିଏ ହେବେ ମୁଖ୍ୟମନ୍ତ୍ରୀ? କ’ଣ କହିଲେ ଜୟନାରାୟଣ

ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ଗଢ଼ିବାକୁ ଯାଉଛି ସରକାର। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଦଳ ଏନେଇ କିଛି ଘୋଷଣା କରିନି। ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ

BSKY ଚାଲୁ ରହିଛି, ଅସୁବିଧା ହେଲେ ହେଲ୍ପଲାଇନ୍‌ ନଂରେ ଜଣାନ୍ତୁ: ମୁଖ୍ୟ ସଚିବ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା BSKY କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ MOU ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ

ପୁରୀ ବାଣ ବିସ୍ଫୋରଣ ଘଟଣାରେ SRCଙ୍କ ତଦନ୍ତ ଆରମ୍ଭ

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ। ଆଜି ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି l ବାଣ

ପାଣ୍ଡିଆନ୍‌ଙ୍କୁ କୌପିନ୍‌ ପିନ୍ଧାଇବାକୁ ଖୋଜୁଛନ୍ତି ବିଜେଡି ନେତା

ଭି.କେ ପାଣ୍ଡିଆନ୍‌ଙ୍କୁ ଖୋଜୁଛନ୍ତି ବିଜେଡି ନେତା ଓ କର୍ମୀ। ମିଳିଲେ କପିଳାଶ ନେଇ ପିନ୍ଧାଇବେ କୌପିନ୍‌। ଆଉ ହାତରେ କମଣ୍ଡୁଳ ଧରା ଗୁମ୍ଫାରେ ପୂରାଇ ଦେବେ। ସେହି ଗୁମ୍ଫାରେ ନବୀନ ନବୀନ ନାମ ଜମିବାକୁ କହିବେ। ପରାଜୟ ପରେ ବିଜେଡି ନେତାମାନେ ଆଜି ଗଣମାଧ୍ୟମରେ ଏମିତି କହୁଛନ୍ତି। ଯାହାକୁ

ଦେଶରେ ପୁଣି ଏନଡିଏ ରାଜ୍, ତୃତୀୟ ଥର ବିଜେପି ସରକାର ପାଇଁ ସ୍ପଷ୍ଟ ବହୁମତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ହ୍ୟାଟ୍ରିକ୍ ସ୍ପଷ୍ଟ ହୋଇଯାଇଛି । ଲୋକସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି । ଫଳାଫଳ ଅନୁସାରେ ଏନ୍ଡିଏ ୨୯୦ ଆସନରେ ବିଜୟୀ/ଅଗ୍ରଣୀ

‘ନବୀନ ଶାସନ’ର ଅନ୍ତ ଘଟିଲା, ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ ।  ସୂଚନା ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୭ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସାଢେ ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସନ୍ଧ୍ୟା ୭ଟାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ବିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର