ଆସିଗଲାଣି ଫଳାଫଳ: କେଉଁଠି କିଏ କାହାକୁ ହରାଇଲେ ଜାଣନ୍ତୁ
ନିର୍ବାଚନ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି। ନଜର ପକାନ୍ତୁ କିଏ କାହାକୁ କେଉଁ ଆସନରେ ହରାଇଲେ।
ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ!-->!-->!-->…
