ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ଦାୟିତ୍ୱ
ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ୨୧ ଦିନିଆ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ । ଅରବିନ୍ଦ ପାଢୀ ୨୦୧୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଆଇଏସ ଅଧିକାରୀଙ୍କ ଅନୁପସ୍ଥିତିରେ!-->…
