Odia News Portal

ବଦଳିଲା ଆସିମ୍‌ଙ୍କ ଭାଗ୍ୟ

ବିଗ୍‌ ବସ୍‌ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଆସିମ୍‌। ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ତାଙ୍କ ନାଁ ବଲିଉଡ୍‌ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର କିଛି ପ୍ରୋଜେକ୍ଟ ସହ ଜୋଡି ହୋଇସାରିଛି। ସୂଚନା ମୁତାବକ ଏବେ ଆସିମ୍‌ ଜ୍ୟାକଲୀନ୍‌ ଫର୍ନଡିଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ ନଜର…

ଭାଇରାଲ ହେଉଛି ସନ୍ନିଙ୍କ ଏହି ପର୍ସନାଲ ଭିଡିଓ,ଦେଖନ୍ତୁ

ମୁମ୍ବାଇ() ସୋସିଆଲ ମିଡିଆରେ ଘୂରି ବୁଲୁଛି ସନ୍ନି ଲିଓନୀଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ।କାହିଁକି ସନ୍ନୀଙ୍କ ଏପରି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି।ଆସନ୍ତୁ ଜାଣିବା ... https://www.instagram.com/tv/B88st6rhuVT/?utm_source=ig_web_copy_link ସୂଚନା…

ଉଦଘାଟିତ ହେଲା କୁହୁତାନ ୨୦୨୦

ଭୁବନେଶ୍ବର : ଉଦଘାଟିତ ହେଇଛି କୁହୁତାନ ୨୦୨୦ । କିଟ୍‌ ପଲିଟେକ୍‌ନିକର ବାର୍ଷିକ ଉତ୍ସବ କୁହୁତାନ ୨୦୨୦ର ଉଦଘାଟନ କରିଛନ୍ତି କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ମୁଖ୍ୟ ଅତିଥି ଭାବେ ଡକ୍ଟର କେ.ରାମ ଯୋଗଦେଇଥିଲେ। ତାଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ମାନିତ କରିଥିଲେ।…

ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବନି

ନୂଆଦିଲ୍ଲୀ() ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ପୋଲିସ ଆବେଦନକୁ ଖାରଜ କଲେ କୋର୍ଟ । ଚକ୍ରଧରନଗର ପୋଲିସ ଆବେଦନକୁ ରାୟଗଡ ସି.ଜେ.ଏମ କୋର୍ଟ ଖାରଜ କରିଛନ୍ତି । ଏହି ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ଖାରଜ କଲେ…

୧୫ ଦିନ ବିଜୁ ଜୟନ୍ତୀ ପାଳିବ ବିଜେଡି

ଭୁବନେଶ୍ୱର() ମାର୍ଚ୍ଚ ୫ରୁ ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳନ କରିବ ବିଜେଡି । ମାର୍ଚ୍ଚ ୫ରେ କଟକରେ ଏନେଇ ଏକ ବିଶାଳ ସମାବେଶ ହେବ । ଏଥିରେ ଆୟୋଜିତ ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ୧୫ ଦିନ ଧରି ନିର୍ବାଚନମଣ୍ଡଳୀ ସ୍ତରରେ…

ରାଜନୀତିକୁ ଆସିବା ନେଇ ନବୀନଙ୍କ ପୁତୁରା କହିଲେ ଏମିତି କଥା

ନୂଆଦିଲ୍ଲୀ () ଆଜି ଦିଲ୍ଲୀରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁଙ୍କ ବଡ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ ନବୀନଙ୍କ ପୁତୁରା ଅରୁଣ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି…

ମତେ ପଛେ ଗାଳି ଦିଅନ୍ତୁ କିନ୍ତୁ ପିଲାଙ୍କ ଭବିଷ୍ୟତ ସହ ଖେଳନ୍ତୁ ନାହିଁ

କେନ୍ଦ୍ରାପଡା () ସମାଜରେ ଯୁଗେ ଯୁଗେ ଗୁରୁମାନେ ହେଉଛନ୍ତି ଆଦର୍ଶ । ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ । କାରଣ ଶିକ୍ଷକତା ହେଉଛି ଏକ ମହତ ବୃତ୍ତି। ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ । ଆଜି…

ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର() ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ…

୨୯ରେ ସମ ଅଲ୍ଟିମେଟ ମେଡିକେୟାରର ଉଦଘାଟନ

ଭୁବନେଶ୍ୱର() ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ପୁଣି ଥରେ ସ୍ୱାସ୍ଥ୍ୟସେବାକୁ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ପର୍ୟ୍ୟବେସିତ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା…

ଖଲ୍ଲିକୋଟ ହେଲା ଏକକ ବିଶ୍ୱବିଦ୍ୟାଳୟ

ଗଞ୍ଜାମ() ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ କାର୍ୟ୍ୟ କରିବ । ଖଲ୍ଲିକୋଟ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । ଜୁନ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ସେହି ୫ଟି କଲେଜ ଯିବ । ଏହାସହ ପୂର୍ବରୁ ପଞ୍ଜୀକୃତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.