Odia News Portal

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ରୋମାଣ୍ଟିକ ଭିଡିଓ, ଦେଖନ୍ତୁ

ମୁମ୍ବାଇ() କାର୍ତ୍ତିକ ଆର୍ୟନ ‘ଭୁଲ ଭୁଲୈୟା-୨’ର ଶୁଟିଂର ବ୍ୟସ୍ତ। ରାଜସ୍ଥାନର ଜୟପୁରରେ ଶୁଟିଂ ଆରମ୍ଭ କରାଯାଉଛି। ବର୍ତ୍ତମାନ ଏହି ଫିଲ୍ମ ସେଟ୍ରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ସମୟର। କାର୍ତ୍ତିକ ଶେରଓ୍ବାନୀ…

ନିର୍ଭୟା ଦୋଷୀ ଅକ୍ଷୟ ପୁଣି କଲା ରାଜକ୍ଷମା ପାଇଁ ଆବେଦନ

ନୂଆଦିଲ୍ଲୀ () ପୁଣିଥରେ ଆଜି ରାଜକ୍ଷମା ପାଇଁ ଆବେଦନ କରିଛି ନିର୍ଭୟା ଦୋଷୀ ଅକ୍ଷୟ । ପ୍ରଥମ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ପୁନଃ ଆବେଦନ କରିଛି । ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ…

କଟକ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ

ଭୁବନେଶ୍ୱର() ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରର ଲୋକ ମାନଙ୍କ ଗମନା ଗମନର ସୁବିଧା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଆସନ୍ତାକାଲି ଠାରୁ ଏହି ଟ୍ରେନ ଚାଲିବ ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ…

ପ୍ରମୋଦ ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ

ଭୁବନେଶ୍ୱର() ରାଜ୍ୟ ସରକାର ଦୁଇ ଜଣ ଆଇଏଏସଙ୍କ ମଧ୍ୟରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଥିବା ମଧୂସୁଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ…

ଅଧଘଣ୍ଟା ପୂର୍ବରୁ +୨ ପରୀକ୍ଷାର ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ

ଭୁବନେଶ୍ୱର() ମାର୍ଚ୍ଚ୩ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସୁରୁଖୁରୁ ଭାବେ ପରିଚାଳନା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅଧଘଣ୍ଟା ପୂର୍ବରୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ନକଲି ପରୀକ୍ଷାର୍ଥୀଙ୍କ ଉପରେ କଡ଼ା…

ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…

ଉଦଘାଟନ ହେଲା ସମ ଅଲ୍ଟିମେଟ ମେଡିକେୟାର

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…

ନବୀନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର() ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ ଧର୍ମେନ୍ଦ୍ର । ସମ ସଭାରେ ଏକାଠି ଥିବା ବେଳେ ଅପିଲ କଲେ ଧର୍ମେନ୍ଦ୍ର । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ଏହି  ଅନୁରୋଧ କରିଛନ୍ତି    ।

କହ୍ନେୟା କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ() ଜେଏନୟୁ ଛାତ୍ରସଂଘର ପୂର୍ବତନ ସଭାପତି ଓ ସିପିଆଇ ନେତା କହ୍ନେୟାଙ୍କ ସମେତ ୮ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ।। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାର ଦେଶଦ୍ରୋହ ମାମଲା ପରିଚାଳନା କରିବାକୁ ଅନୁମତି ଦେଇଛି।ଏହି ମାମଲାର ଫାଇଲ ବହୁ ଦିନରୁ ଦିଲ୍ଲୀ ସରକାରଙ୍କ ପାଖରେ…

ପୁରୀ ପରେ ଲିଙ୍ଗରାଜ ରୂପାନ୍ତରଣକୁ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର()  ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ । ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.